ମରୁଡ଼ି ପ୍ରଭାବିତ ଅଞ୍ଚଳର ଶ୍ରମିକଙ୍କୁ ମନରେଗାରେ ଦିଆଯିବ ୨୦୦ ଦିନର କାମ: ପଞ୍ଚାୟତରାଜ ମନ୍ତ୍ରୀ

ଭୁବନେଶ୍ୱର: ମରୁଡ଼ି ପ୍ରଭାବିତ ଅଞ୍ଚଳରେ ଶ୍ରମିକଙ୍କୁ ମିଳିବ ୨୦୦ ଦିନର କାମ।  ଏସବୁ ଅଞ୍ଚଳରେ ମନରେଗାରେ ୧୦୦ ଦିନ ବଦଳରେ ୧୫୦ ଦିନ କାମ ଦେବାକୁ କିଛି ଦିନ ତଳେ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକ ୫୦ ଦିନର କାମ ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ। ରାଜ୍ୟରେ […]

arunsahoo

arunsahoo

Rakesh Mallick
  • Published: Saturday, 19 September 2015
  • Updated: 19 September 2015, 02:08 PM IST

ଭୁବନେଶ୍ୱର: ମରୁଡ଼ି ପ୍ରଭାବିତ ଅଞ୍ଚଳରେ ଶ୍ରମିକଙ୍କୁ ମିଳିବ ୨୦୦ ଦିନର କାମ।  ଏସବୁ ଅଞ୍ଚଳରେ ମନରେଗାରେ ୧୦୦ ଦିନ ବଦଳରେ ୧୫୦ ଦିନ କାମ ଦେବାକୁ କିଛି ଦିନ ତଳେ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକ ୫୦ ଦିନର କାମ ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ।

ରାଜ୍ୟରେ ଚଳିତ ବର୍ଷ କମ୍ ବର୍ଷା ଯୋଗୁ ୮ଟି ଜିଲ୍ଲାର ୧୦୩ଟି ବ୍ଲକରେ ମୁରୁଡି ପରିସ୍ଥିତି ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story