ମାସକ ଭିତରେ ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ୱନ କରିବ ଓଡ଼ିଶା ଅମଲାସଂଘ

ଭୁବନେଶ୍ୱର: ମାସକ ଭିତରେ ଦାବି ପୂରଣ ନହେଲେ ଓଡ଼ିଶା ଅମଲାସଂଘ ପୁଣି ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ୱନ କରିବ ବୋଲି ସୋମବାର ସଂଧ୍ୟାରେ ଓଡ଼ିଶା ଅମଲାସଂଘ ଦାବି ସମ୍ପର୍କରେ ଅର୍ଥିବିଭାଗ ସଚିବ ଆର ବାଲ୍ କ୍ରିଷ୍ଣନ ଆଲୋଚନା କରିଥିଲେ। ସେମାନଙ୍କ ଦାବିକୁ ଅର୍ଥ ସଚିବ ଯୁକ୍ତିଯୁକ୍ତ ଦର୍ଶାଇ ସରକାରଙ୍କ ପାଖରେ ପହଞ୍ଚାଇବାର ପ୍ରତିଶୃତି ଦେଇଛନ୍ତି। ଗତମାସରେ ବିଧାନସଭା ସମ୍ମୁଖରେ ଓଡ଼ିଶା ଅମଲା ସଂଘ ଦୁଇଦିନ ଧରି ଧାରଣା ଦେଇଥିଲା। ଏହାପରେ ମୁଖ୍ୟଶାସନ ସଚିବ ଓଡିଶା ଅମଲାସଂଘ ସହ ଆଲୋଚନା […]

vlcsnap-2015-09-22-08h05m02s463

vlcsnap-2015-09-22-08h05m02s463

Rakesh Mallick
  • Published: Tuesday, 22 September 2015
  • Updated: 22 September 2015, 12:47 PM IST

Sports

Latest News

ଭୁବନେଶ୍ୱର: ମାସକ ଭିତରେ ଦାବି ପୂରଣ ନହେଲେ ଓଡ଼ିଶା ଅମଲାସଂଘ ପୁଣି ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ୱନ କରିବ ବୋଲି ସୋମବାର ସଂଧ୍ୟାରେ ଓଡ଼ିଶା ଅମଲାସଂଘ ଦାବି ସମ୍ପର୍କରେ ଅର୍ଥିବିଭାଗ ସଚିବ ଆର ବାଲ୍ କ୍ରିଷ୍ଣନ ଆଲୋଚନା କରିଥିଲେ। ସେମାନଙ୍କ ଦାବିକୁ ଅର୍ଥ ସଚିବ ଯୁକ୍ତିଯୁକ୍ତ ଦର୍ଶାଇ ସରକାରଙ୍କ ପାଖରେ ପହଞ୍ଚାଇବାର ପ୍ରତିଶୃତି ଦେଇଛନ୍ତି। ଗତମାସରେ ବିଧାନସଭା ସମ୍ମୁଖରେ ଓଡ଼ିଶା ଅମଲା ସଂଘ ଦୁଇଦିନ ଧରି ଧାରଣା ଦେଇଥିଲା। ଏହାପରେ ମୁଖ୍ୟଶାସନ ସଚିବ ଓଡିଶା ଅମଲାସଂଘ ସହ ଆଲୋଚନା କରି ପ୍ରତିଶୃତି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story