ମାସ୍କ ନପିନ୍ଧି ବାହାରକୁ ଯିବା ମନା, ୯ରୁ ସାରା ରାଜ୍ୟରେ ଲାଗୁ ହେବ ନିୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ୍ ଓ ସଟଡାଉନ୍ ଭଳି କଠୋର ପଦକ୍ଷେପମାନ ନେଇଥିବା ରାଜ୍ୟ ସରକାର ଏବେ ମାସ୍କ ନପିନ୍ଧି କେହି ଘରୁ ବାହାରିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏପ୍ରିଲ ୯ତାରିଖ ସକାଳ ୭ଟାରୁ ଏହି ନିୟମ ସମଗ୍ର ରାଜ୍ୟରେ ଲାଗୁ ହେବ। ଛିଙ୍କ ବା କାଶ ମାଧ୍ୟମରେ କରୋନା ଭାଇରସର ସଂକ୍ରମଣ ବ୍ୟାପୁଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। କରୋନା ଭାଇରସକୁ ନେଇ ରହିଥିବା ବିପଦକୁ ଦୃଷ୍ଟିରେ […]

corona-5

corona-5

Tapas Behera
  • Published: Monday, 06 April 2020
  • Updated: 06 April 2020, 08:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ୍ ଓ ସଟଡାଉନ୍ ଭଳି କଠୋର ପଦକ୍ଷେପମାନ ନେଇଥିବା ରାଜ୍ୟ ସରକାର ଏବେ ମାସ୍କ ନପିନ୍ଧି କେହି ଘରୁ ବାହାରିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏପ୍ରିଲ ୯ତାରିଖ ସକାଳ ୭ଟାରୁ ଏହି ନିୟମ ସମଗ୍ର ରାଜ୍ୟରେ ଲାଗୁ ହେବ। ଛିଙ୍କ ବା କାଶ ମାଧ୍ୟମରେ କରୋନା ଭାଇରସର ସଂକ୍ରମଣ ବ୍ୟାପୁଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

କରୋନା ଭାଇରସକୁ ନେଇ ରହିଥିବା ବିପଦକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ର ଧାରା ୨୪ର ପ୍ରାବଧାନ ଅନୁସାରେ ଯେକୌଣସି କାମ ପାଇଁ କେହି ଲୋକ ଘରୁ ବାହାରିବାବେଳେ ନିଜର ମୁହଁ ଓ ନାକକୁ ମାସ୍କରେ ଘୋଡ଼ାଇବା ଜରୁରୀ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଲୋକମାନେ ନିଜ ମୁହଁ ଓ ନାକକୁ ଘୋଡ଼ାଇବା ପାଇଁ ରୁମାଲ କିମ୍ବା ଅନ୍ୟ କୌଣସି କପଡ଼ାକୁ ଦୁଇଥାକିଆ କରି ମୁହଁରେ ବାନ୍ଧିବେ। ଜନଗହଳି ଯେଭଳି ନହେବ ତାହା ସୁନିଶ୍ଚିତ କରିବା ସହ ମୁହଁରେ ରୁମାଲ, ଗାମୁଛା, ଓଢ଼ଣୀ ଅବା ସ୍କ୍ରାଫ୍ ଭଳି କପଡ଼ାକୁ ଲୋକମାନେ ଘରୁ ବାହାରିବାବେଳେ ମୁହଁ ଓ କାନକୁ ଯେପରି ଘୋଡ଼ାଇବେ ସେଥିପ୍ରତି କଡ଼ାକଡ଼ି ଦୃଷ୍ଟିଦେବାକୁ ଜିଲ୍ଲା ଓ ପୌର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ଲୋକ ଡିସପୋଜେବଲ୍ ଅବା ଥରେ ବ୍ୟବହାର ହେଉଥିବା ମାସ୍କ ବ୍ୟବହାର କରୁଥିବେ, ତା’ହେଲେ ସେଗୁଡ଼ିକ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଧାରିତ ପରାମର୍ଶ ଅନୁସାରେ ନଷ୍ଟ କରାଯିବା ଉଚିତ୍। ସେହିପରି କପଡ଼ାରେ ପ୍ରସ୍ତୁତ ହୋଇଥିବା ମାସ୍କକୁ ଥରେ ବ୍ୟବହାର କରିବା ପରେ ତାକୁ ସାବୁନ,ଡିଟରଜେଣ୍ଟରେ ସଫା କରି ଅତିକମରେ ଖରାରେ ୫ଘଣ୍ଟା ଶୁଖାଇବେ। ଜଣେ ବ୍ୟକ୍ତି ପିନ୍ଧିଥିବା ମାସ୍କକୁ ଅନ୍ୟ ଜଣେ ଉପଯୋଗ କରିବେ ନାହିଁ।

ଏନେଇ ଆଜି ରାଜ୍ୟ ମୁଖ୍ୟ ସଚିବ ତଥା ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ପରିଚାଳନା କାର୍ଯ୍ୟନିର୍ବାହୀ କମିଟିର ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀଙ୍କ ଦସ୍ତଖତରେ ନିର୍ଦ୍ଦେଶନାମା ଜାରି ହୋଇଛି। ସୂଚନାଯୋଗ୍ୟ, ଜିଲ୍ଲାପାଳମାନେ ଏବେ ଜିଲ୍ଲାୱାରି ମାସ୍କ ପିନ୍ଧା ନିୟମକୁ କଡ଼ାକଡ଼ି ପାଳନ କରୁଥିବାବେଳେ ପ୍ରଥମଥର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story