ମତ୍ସ୍ୟ ବିକାଶ ଉତ୍ସବ: ମହାନଦୀରେ ଛଡାଗଲା ଯାଆଁଳ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ସୋନପୁର ତେନ୍ତୁଳିଘାଟରେ ମତ୍ସ୍ୟ ବିକାଶ ଉତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦାଶରଥୀ ଶତପଥୀ ମୁଖ୍ୟଅତିଥି, ରାଜ୍ୟ ମତ୍ସ୍ୟ ଉନ୍ନୟନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର ଘଡେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏକଦା ସୁବର୍ଣ୍ଣପୁର ଜିଲ୍ଲା ମାଛର ଚାହିଦା ବହୁତ ଥିଲା । ଏହା ଧୀରେ ଧୀରେ କମି ଯାଉଥିବାରୁ ଉତ୍ସବରେ […]

sonpur

sonpur

Rakesh Mallick
  • Published: Sunday, 09 August 2015
  • Updated: 10 August 2015, 02:37 AM IST

Sports

Latest News

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ସୋନପୁର ତେନ୍ତୁଳିଘାଟରେ ମତ୍ସ୍ୟ ବିକାଶ ଉତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦାଶରଥୀ ଶତପଥୀ ମୁଖ୍ୟଅତିଥି, ରାଜ୍ୟ ମତ୍ସ୍ୟ ଉନ୍ନୟନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର ଘଡେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏକଦା ସୁବର୍ଣ୍ଣପୁର ଜିଲ୍ଲା ମାଛର ଚାହିଦା ବହୁତ ଥିଲା । ଏହା ଧୀରେ ଧୀରେ କମି ଯାଉଥିବାରୁ ଉତ୍ସବରେ ଏହା ଉପରେ ଚିନ୍ତା ପ୍ରକାଶ କରାଯାଇଥିଲା । ଜିଲ୍ଲାରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ମହାନଦୀର ତେନ୍ତୁଳିଘାଟରେ ମାଛ ଯାଆଁଳ ଛଡାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story