ଫେବୃଆରୀ ୨୨ରୁ ମାଟ୍ରିକ ପରୀକ୍ଷା

କଟକ(ଓଡ଼ିଶା ରିପୋର୍ଟର): ଫେବୃଆରୀ ୨୨ ତାରିଖରୁ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ୨୮୩୦ ସେଣ୍ଟରରେ ୫ଲକ୍ଷ ୪୫ ହଜାର ୩୬୪ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପରୀକ୍ଷାର୍ଥୀ ଫେବୃଆରୀ ୮ରୁ ୱେବ୍ ସାଇଟରୁ ଆଡମିଟ କାର୍ଡ ପାଇପାରିବେ। ମାର୍ଚ୍ଚ ୮ ଯାଏ ପରୀକ୍ଷା ଚାଲିବ।

matric-exam-134

Jyoshna Pradhan
  • Published: Friday, 01 February 2019
  • , Updated: 01 February 2019, 03:18 PM IST

କଟକ(ଓଡ଼ିଶା ରିପୋର୍ଟର): ଫେବୃଆରୀ ୨୨ ତାରିଖରୁ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ୨୮୩୦ ସେଣ୍ଟରରେ ୫ଲକ୍ଷ ୪୫ ହଜାର ୩୬୪ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

ପରୀକ୍ଷାର୍ଥୀ ଫେବୃଆରୀ ୮ରୁ ୱେବ୍ ସାଇଟରୁ ଆଡମିଟ କାର୍ଡ ପାଇପାରିବେ। ମାର୍ଚ୍ଚ ୮ ଯାଏ ପରୀକ୍ଷା ଚାଲିବ।

Related story