ସରିଲା ମାଟ୍ରିକ ଖାତା ଦେଖା, ଫଳାଫଳକୁ ଅପେକ୍ଷା

କଟକ(ଓଡିଶା ରିପୋର୍ଟର): ବାଦ ବିବାଦ ଭିତରେ ସରିଲା ମାଟ୍ରିକ ଖାତା ଦେଖା। ପୁନଃ ଯାଞ୍ଚ ପରେ ଖୁବଶୀଘ୍ର ଫଳାଫଳ ପ୍ରକାଶ ପାଇବ। ଏନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି। ଗତ ମାର୍ଚ୍ଚ ୨୦ ତାରିଖରେ ମାଟ୍ରିକ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତ୍ରୁଟିଶୂନ୍ୟ ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ଚେଷ୍ଟା କରାଯାଇଥିଲା। ତେବେ ଖାତା ଗୁଡ଼ିକର ମୂଲ୍ୟାଙ୍କନ ପୁନଃ ଯାଞ୍ଚ ପରେ ମାଟ୍ରିକ ଫଳାଫଳ ବାହାରିବ। ଚଳିତ ବର୍ଷ ୬ ଲକ୍ଷ ୮ […]

matric

Rakesh Mallick
  • Published: Monday, 02 April 2018
  • , Updated: 02 April 2018, 05:20 PM IST

କଟକ(ଓଡିଶା ରିପୋର୍ଟର): ବାଦ ବିବାଦ ଭିତରେ ସରିଲା ମାଟ୍ରିକ ଖାତା ଦେଖା। ପୁନଃ ଯାଞ୍ଚ ପରେ ଖୁବଶୀଘ୍ର ଫଳାଫଳ ପ୍ରକାଶ ପାଇବ। ଏନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି।

ଗତ ମାର୍ଚ୍ଚ ୨୦ ତାରିଖରେ ମାଟ୍ରିକ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତ୍ରୁଟିଶୂନ୍ୟ ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ଚେଷ୍ଟା କରାଯାଇଥିଲା। ତେବେ ଖାତା ଗୁଡ଼ିକର ମୂଲ୍ୟାଙ୍କନ ପୁନଃ ଯାଞ୍ଚ ପରେ ମାଟ୍ରିକ ଫଳାଫଳ ବାହାରିବ। ଚଳିତ ବର୍ଷ ୬ ଲକ୍ଷ ୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

Related story