ମାଟ୍ରିକ୍ ପରୀକ୍ଷାରେ ଝିଅଙ୍କ ବାଜିମାତ୍, ପଛରେ ପଡ଼ିଗଲେ ପୁଅ

କଟକ: ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ଏଥର ମୋଟ ୮୫.୨୮% ପିଲା ପାସ୍ କରିଛନ୍ତି। ତେବେ ଝିଅ ମାନେ ବାଜି ମାରି ନେଇଛନ୍ତି। ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି। ଚଳିତ ବର୍ଷ ୬ ଲକ୍ଷ ୫ ହଜାର ୭୧ ଜଣ ମାଟ୍ରିକ୍ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ମୋଟ ୨,୩୮,୦୯୨ ପୁଅ ପାସ୍ କରିଛନ୍ତି। ଅନ୍ୟ ପକ୍ଷରେ ୨, ୪୭, ୮୯୬ ଜଣ ଝିଅ ପାସ୍ କରିଛନ୍ତି।

girls

Rakesh Mallick
  • Published: Wednesday, 26 April 2017
  • , Updated: 26 April 2017, 11:11 AM IST

କଟକ: ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ଏଥର ମୋଟ ୮୫.୨୮% ପିଲା ପାସ୍ କରିଛନ୍ତି। ତେବେ ଝିଅ ମାନେ ବାଜି ମାରି ନେଇଛନ୍ତି। ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି।

ଚଳିତ ବର୍ଷ ୬ ଲକ୍ଷ ୫ ହଜାର ୭୧ ଜଣ ମାଟ୍ରିକ୍ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ମୋଟ ୨,୩୮,୦୯୨ ପୁଅ ପାସ୍ କରିଛନ୍ତି। ଅନ୍ୟ ପକ୍ଷରେ ୨, ୪୭, ୮୯୬ ଜଣ ଝିଅ ପାସ୍ କରିଛନ୍ତି।

Related story