ମ୍ୟାଟ୍ରିକ୍‌ ପରୀକ୍ଷା ଦେଉଥିବା ବେଳେ ଅସୁସ୍ଥ ହେଲେ ଛାତ୍ରୀ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଅଧା ରହିଗଲା ଛାତ୍ରୀଙ୍କ ମ୍ୟାଟ୍ରିକ୍‌ ପରୀକ୍ଷା। ହଠାତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଗତକାଲି ଶିବରାତ୍ରୀ ଅବସରରେ ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ୍‌ ଜଟିଆ ପାହାଡ଼ରୁ ପଥର ଖସି ସେ ଆହତ ହୋଇଥିଲେ। ଚିକିତ୍ସା ପରେ ମେଡିକାଲ୍‌ରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରି ଆଜି ସେ ମ୍ୟାଟ୍ରିକ୍‌ ପରୀକ୍ଷା ଦେଉଥିଲେ।   ସେଥିପାଇଁ ସେ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ଛାତ୍ରୀ ନିର୍ଜଳା ବଡାଇକ ପୁରୁଣାପାଣି ଅପ୍‌ ଗ୍ରେଡେଡ୍‌ ହାଇସ୍କୁଲର ଛାତ୍ରୀ। ଆଜି […]

matric-student-injure-in-rkl

matric-student-injure-in-rkl

Manoranjan Sial
  • Published: Saturday, 22 February 2020
  • Updated: 22 February 2020, 04:51 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଅଧା ରହିଗଲା ଛାତ୍ରୀଙ୍କ ମ୍ୟାଟ୍ରିକ୍‌ ପରୀକ୍ଷା। ହଠାତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଗତକାଲି ଶିବରାତ୍ରୀ ଅବସରରେ ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ୍‌ ଜଟିଆ ପାହାଡ଼ରୁ ପଥର ଖସି ସେ ଆହତ ହୋଇଥିଲେ। ଚିକିତ୍ସା ପରେ ମେଡିକାଲ୍‌ରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରି ଆଜି ସେ ମ୍ୟାଟ୍ରିକ୍‌ ପରୀକ୍ଷା ଦେଉଥିଲେ।   ସେଥିପାଇଁ ସେ ଅସୁସ୍ଥ ହୋଇଥିବା ଜଣାପଡ଼ିଛି।

ଛାତ୍ରୀ ନିର୍ଜଳା ବଡାଇକ ପୁରୁଣାପାଣି ଅପ୍‌ ଗ୍ରେଡେଡ୍‌ ହାଇସ୍କୁଲର ଛାତ୍ରୀ। ଆଜି ଇଂରାଜୀ ଥିବାରୁ ସେ ହାତୀବାରୀ ହାଇସ୍କୁଲ କେନ୍ଦ୍ରରେ ପରୀକ୍ଷା ଦେଉଥିଲା। ପରୀକ୍ଷା ଦେଉଥିବା ବେଳେ ମଧ୍ୟାହ୍ନ ୧୨ଟା ବେଳେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ। ନିଶ୍ୱାସ ପ୍ରଶ୍ୱାସ ନେବାରେ ନେବାରେ କଷ୍ଟ ଅନୁଭବ କରିଥିଲେ। ପରେ ଏନେଇ ପରୀକ୍ଷା ପରିଚାଳନା କରୁଥିବା ଶିକ୍ଷକ ଜଣାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉଦ୍‌ବେଗଜନକ ରହିଛି।

ମହାଶିବରାତ୍ରୀ ଅବସରରେ ଶ୍ରଦ୍ଧାଳୁମାନେ ଭୋଲାବାବାଙ୍କୁ ଦର୍ଶନ କରିବା ପାଇଁ ପାହାଡ଼ ଚଢ଼ି ଯାଉଥିଲେ। ଏହି ସମୟରେ ଗୋଟିଏ ପଥର ଖସି ଆସିଥିଲା। ଜୀବନ ବିକଳରେ ଶ୍ରଦ୍ଧାଳୁମାନେ ଦୌଡ଼ାଦୌଡ଼ି କଲେ। ଏହି ଦଳାଚକଟାରେ ୧୭ ଜଣ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା। ସେଥିରେ ଛାତ୍ରୀ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story