ସିବିଆଇ ଜାଲରେ ରେଲୱେ ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିବିଆଇ ପଞ୍ଝାରେ ରେଲୱେ ଅଧିକାରୀ। ପୂର୍ବତଟ ରେଲୱେର ବରିଷ୍ଠ ଅଧିକାରୀ ତଥା ସିନିଅର ଟ୍ରାଭେଲିଂ ଇନସ୍ପେକ୍ଟର ରବି ନାରାୟଣ ରଥଙ୍କ ଘରେ ସିବିଆଇ ରେଡ୍ କରିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ତାଙ୍କ ଭୁବନେଶ୍ୱର ସ୍ଥିତ ଅଫିସ ଏବଂ କୋଳଥିଆ ଘରେ ଏକକାଳୀନ ଚଢ଼ାଉ କରିଛି ସିବିଆଇର ଏକ ଟିମ୍ ।

CBI-raid

Madhupriya Mistry
  • Published: Wednesday, 03 February 2021
  • , Updated: 03 February 2021, 02:05 PM IST

Related story