‘ନବୀନ ପୁଳାଏ ପଠାଇଛି, ଧର୍ମେନ୍ଦ୍ର ଆଜି ଧରି ଆସିଛନ୍ତି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ତିର୍ତ୍ତୋଲ ଜନସାଧାରଣଙ୍କ ପାଦକୁ ଆଗେ ଜୁହାର। କାରଣ ସେମାନେ କଂଗ୍ରେସ ପ୍ରାର୍ଥୀ ଭାବେ ହିମାଂଶୁ ମଲ୍ଲିକଙ୍କୁ ବିଧାନସଭା ପଠାଇବାକୁ ସ୍ଥିର କରିଛନ୍ତି। ନବୀନ ପଟ୍ଟନାୟକବାବୁ କ୍ରୋମ୍‌, ବକ୍‌ସାଇଟ୍‌‌ ଓ ଲୁହାପଥର ବିକ୍ରି କରି ପୁଳାଏ ପଇସା ବିଧାୟକ ଓ ମନ୍ତ୍ରୀମାନଙ୍କ ମଧ୍ୟମରେ ପଠାଇଛନ୍ତି। ସେହି ପଇସା ତିର୍ତ୍ତୋଲରେ କାମ ଦେବନି। ସେମିତି ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପୁଳାଏ ପଇସା ଧରି ଆଜି ଆସିଛନ୍ତି। ସେହି ପଇସା ମୋଦି ପଠାଇଛି। ସେ ପଇସା ବି […]

sura

sura

Manoranjan Sial
  • Published: Friday, 30 October 2020
  • Updated: 30 October 2020, 03:41 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ତିର୍ତ୍ତୋଲ ଜନସାଧାରଣଙ୍କ ପାଦକୁ ଆଗେ ଜୁହାର। କାରଣ ସେମାନେ କଂଗ୍ରେସ ପ୍ରାର୍ଥୀ ଭାବେ ହିମାଂଶୁ ମଲ୍ଲିକଙ୍କୁ ବିଧାନସଭା ପଠାଇବାକୁ ସ୍ଥିର କରିଛନ୍ତି। ନବୀନ ପଟ୍ଟନାୟକବାବୁ କ୍ରୋମ୍‌, ବକ୍‌ସାଇଟ୍‌‌ ଓ ଲୁହାପଥର ବିକ୍ରି କରି ପୁଳାଏ ପଇସା ବିଧାୟକ ଓ ମନ୍ତ୍ରୀମାନଙ୍କ ମଧ୍ୟମରେ ପଠାଇଛନ୍ତି। ସେହି ପଇସା ତିର୍ତ୍ତୋଲରେ କାମ ଦେବନି। ସେମିତି ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପୁଳାଏ ପଇସା ଧରି ଆଜି ଆସିଛନ୍ତି। ସେହି ପଇସା ମୋଦି ପଠାଇଛି। ସେ ପଇସା ବି କାମ ଦେବନି।” ତିର୍ତ୍ତୋଲରେ ପ୍ରଚାର ବେଳେ ଏପରି ଢ଼ଙ୍ଗରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ସମାଲୋଚା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉରରାୟ।

ସେ କହିଛନ୍ତି-“ତିର୍ତ୍ତୋଲ ଜନସାଧାରଣ ଭାରି ସ୍ୱାଭିମାନୀ। ବସନ୍ତ ବିଶ୍ୱାଳଙ୍କ ପରେ ହିମାଂଶୁ ମଲ୍ଲିକଙ୍କ ପରି ଜଣେ ବଢ଼ିଆ ପ୍ରାର୍ଥୀ ପାଇଛି ତିର୍ତ୍ତୋଲ ମାଟି। ସେ ସଫ୍ଟଓୟାର ଇଞ୍ଜିନିୟର ଓ ସାମାଜିକ କର୍ମୀ। ସବୁ ବେଳେ ଲୋକଙ୍କ ସହିତ ଅଛନ୍ତି। ବିଶେଷ କରି ମହାମାରୀ କରୋନା ବେଳେ ସେ ଲୋକଙ୍କ ପାଖରେ ପହଞ୍ଚି ସହାଯ୍ୟ କରିଛନ୍ତି।”

କଣ କଂଗ୍ରେସ ପାଖରେ ପଇସା ନାହିଁ କି ପ୍ରଶ୍ନରେ ସୁର ଭାଇ କହିଛନ୍ତି-“ଆମ ପାଖରେ ପଇସା କାହିଁ ଦେବୁ। ସେମାନଙ୍କର ପାପ ପଇସା ଅଛି ଦେଉଛନ୍ତି। ଆମ ପଇସା ହେଉଛି ପୂଣ୍ୟ ପଇସା। ନରେନ୍ଦ୍ର ମୋଦି ୧୩ଟା ଏୟାରପୋର୍ଟ ବିକ୍ରି କରିଦେଲେ। ସେହି ଧନ ପୁଳାଏ ଫିଙ୍ଗୁଛି। ତିର୍ତ୍ତୋଲବାସୀ ପଇସା ଓ ମଦ ନେବେନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story