ଜନନୀ ଏକ୍ସପ୍ରେସ୍‌ ଫେଲ, ଗର୍ଭବତୀ ମୃତ

ବେତନଟୀ: ମୟୂରଭଞ୍ଜ ଜିଲ୍ଲାରେ ଜନନୀ ଏକ୍ସପ୍ରେସ୍‌ ଯୋଜନା ଫେଲ ମାରିଥିବା ଅଭିଯୋଗ ହୋଇଛି। ବିଳମ୍ୱରେ ୧୦୮ ଆମ୍ୱୁଲାନ୍ସ ପହଞ୍ଚିବାରୁ ଜଣେ ପ୍ରସୂତୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ବୈଶିଙ୍ଗା ଥାନା ସଇତପୁର ଗାଁର ବାଜୁନ କିସ୍କୁଙ୍କ ପତ୍ନୀ କୁନି ଗର୍ଭବତୀ ଥିଲେ। ଗୁରୁବାର ଅପରାହ୍ନରେ କୁନି ପ୍ରସବ ଯନ୍ତ୍ରଣା ପାଇବାରୁ ବାଜୁନ ୧୦୮ ଆମ୍ୱୁଲାନ୍ସକୁ ଫୋନ କରିଥିଲେ। ମାତ୍ର ଆମ୍ୱୁଲାନ୍ସ ନ ଆସିବାରୁ ଆଶା କର୍ମୀଙ୍କୁ ଖବର ଦେଇଥିଲେ। ଆଶା କର୍ମୀ କୁନିଙ୍କ ପ୍ରସବ କରାଇ […]

batnati ra

batnati ra

Rakesh Mallick
  • Published: Friday, 13 January 2017
  • Updated: 13 January 2017, 07:30 PM IST

Sports

Latest News

ବେତନଟୀ: ମୟୂରଭଞ୍ଜ ଜିଲ୍ଲାରେ ଜନନୀ ଏକ୍ସପ୍ରେସ୍‌ ଯୋଜନା ଫେଲ ମାରିଥିବା ଅଭିଯୋଗ ହୋଇଛି। ବିଳମ୍ୱରେ ୧୦୮ ଆମ୍ୱୁଲାନ୍ସ ପହଞ୍ଚିବାରୁ ଜଣେ ପ୍ରସୂତୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ ବୈଶିଙ୍ଗା ଥାନା ସଇତପୁର ଗାଁର ବାଜୁନ କିସ୍କୁଙ୍କ ପତ୍ନୀ କୁନି ଗର୍ଭବତୀ ଥିଲେ। ଗୁରୁବାର ଅପରାହ୍ନରେ କୁନି ପ୍ରସବ ଯନ୍ତ୍ରଣା ପାଇବାରୁ ବାଜୁନ ୧୦୮ ଆମ୍ୱୁଲାନ୍ସକୁ ଫୋନ କରିଥିଲେ। ମାତ୍ର ଆମ୍ୱୁଲାନ୍ସ ନ ଆସିବାରୁ ଆଶା କର୍ମୀଙ୍କୁ ଖବର ଦେଇଥିଲେ। ଆଶା କର୍ମୀ କୁନିଙ୍କ ପ୍ରସବ କରାଇ ଥିଲେ। ପିଲା ଜନ୍ମ ପରେ କୁନି ଚେତା ହରାଇଥିଲେ। ଆଶା କର୍ମୀ ଆପ୍ରାଣ ଉଦ୍ୟମ ସତ୍ତ୍ୱେ କୁନିଙ୍କ ଚେତା ଫେରି ନ ଥିଲା। ପରେ ୧୦୨ ଆମ୍ୱୁଲାନ୍ସକୁ ଫୋନ୍‌ କରାଯିବାରୁ ଲାଇନ୍‌ରେ ରହିବାକୁ କୁହାଯାଇଥିଲା। କିଛି ସମୟ ପରେ ୧୦୨ ଆମ୍ୱୁଲାନ୍ସ ନାହିଁ ୧୦୮ ଆମ୍ୱୁଲାନ୍ସକୁ ଫୋନ୍‌ କରିବାକୁ କୁହାଯାଇଥିଲା।

ଏଏନ୍‌ଏମ୍‌ଙ୍କ ହସ୍ତକ୍ଷେପ ପରେ ୧୦୮ ଆମ୍ୱୁଲାନ୍ସ ଆସିଥିଲା। କୁନିଙ୍କୁ ଗୁରୁତର ଅବସ୍ଥାରେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story