ମେଡିକାଲ୍ ପିଜି କାଉନସେଲିଂ ବେଳେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ଘେରିଲେ ଡାକ୍ତର

ଭୁବନେଶ୍ୱର: ମେଡିକାଲ୍ ପିଜି କାଉନସେଲିଂ ବେଳେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ଡାକ୍ତରମାନେ ଘେରିଛନ୍ତି। ରାଜ୍ୟରେ ଖାଲିପଡିଥିବା ଜୁନିୟର ଡାକ୍ତର ପଦବୀରେ ୭୧ଟି ସିଟ୍ ପୂରଣ ନିମନ୍ତେ ଆଜି ପୋଷ୍ଟ ପିଜି କାଉନସେଲିଂ କରାଯାଉଥିଲା। ଏହି ସମୟରେ ଡାକ୍ତରମାନଙ୍କୁ ଜୋର ଜବରଦସ୍ତ କେବିକେ ଅଞ୍ଚଳରେ ଚାକିରି କରିବାକୁ ବଣ୍ଡ ସାଇନ କରିବାକୁ ବାଧ୍ୟ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ଆଜି କାଉନସେଲିଂ ଚାଲିଥିବାବେଳେ ଡାକ୍ତରମାନେ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ।

doctor

Rakesh Mallick
  • Published: Friday, 04 December 2015
  • , Updated: 04 December 2015, 01:56 PM IST

Related story