ତାମନପାଲି ଶିଶୁ ମୃତ୍ୟୁ ଘଟଣା; କୋରାପୁଟରୁ ଗଲା ମେଡିକାଲ ଟିମ୍‌

ମାଲକାନଗିରି (ଜିତେନ୍ଦ୍ର ବେଉରା); ୩ ବର୍ଷ ପୂର୍ବେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ଜାପାନିଜ ଏନ୍ସେଫାଲାଇଟିସ୍ ରୋଗରେ ୧୦୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।  ଏହି ଦୁଃଖ ମନରୁ ନ ଲିଭୁଣୁ ପୁଣି ଥରେ ଦେଖାଦେଲାଣି ଅଜଣା ରୋଗ ଆତଙ୍କ। ଏଥର ୧୫ ଦିନରେ ଆଖି ବୁଜିଲେଣି ୬ ଶିଶୁ।  ଆହୁରି ୭ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ […]

mkln-3-1

mkln-3-1

Niharika Rout
  • Published: Monday, 11 November 2019
  • Updated: 11 November 2019, 11:30 AM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା); ୩ ବର୍ଷ ପୂର୍ବେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ଜାପାନିଜ ଏନ୍ସେଫାଲାଇଟିସ୍ ରୋଗରେ ୧୦୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।  ଏହି ଦୁଃଖ ମନରୁ ନ ଲିଭୁଣୁ ପୁଣି ଥରେ ଦେଖାଦେଲାଣି ଅଜଣା ରୋଗ ଆତଙ୍କ। ଏଥର ୧୫ ଦିନରେ ଆଖି ବୁଜିଲେଣି ୬ ଶିଶୁ।  ଆହୁରି ୭ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି।

ଏହି ଖବର ପ୍ରଚାରିତ ହେବା ପରେ କାଲିମେଳା ବ୍ଲକ MV-୭୯ ତାମନପପାଲିରେ ପହଞ୍ଚିଛନ୍ତି ଡାକ୍ତରୀ ଦଳ।  କୋରାପୁଟ୍ ମେଡିକାଲରୁ ଯାଇଥିବା ସ୍ୱତନ୍ତ୍ର ଡାକ୍ତରୀ ଦଳ ଅସୁସ୍ଥମାନଙ୍କ ଚିକିତ୍ସା ଆରମ୍ଭ କରିଦେଇଛନ୍ତି। ଗୁରୁତରମାନଙ୍କୁ ଏବେ ସଦର ମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଡାକ୍ତରୀ  ଦଳ  ଗାଁରେ  ୭ ଦିନ ରହି ଅସୁସ୍ଥମାନଙ୍କ ଚିକିତ୍ସା କରିବେ। ଡାକ୍ତଙ୍କ କହିବାନୁଯାୟୀ, ପାଗ ପରିବର୍ତ୍ତନ ହେତୁ ଶିଶୁଙ୍କୁ ଏପରି ଜ୍ୱର  ହେଉଛି। ରକ୍ତ ନମୁନା ସଂଗ୍ରହ କରାଯାଇଛି। ରିପୋର୍ଟ ଆସିଲେ କାରଣ ଜଣାପଡ଼ିବ।

ସୂଚନାଯୋଗ୍ୟ ଯେ, ଗତ ୧୫ ଦିନ ଭିତରେ ୧ ବର୍ଷରୁ କମ୍ ବୟସର ଶିଶୁମାନେ ଜ୍ୱରରେ ଆକ୍ରାନ୍ତ ହେବା ସହ ସେମାନଙ୍କଠାରେ ଅସ୍ୱାଭାବିକ ଲକ୍ଷଣ ଦେଖାଦେଇଥିଲା।  ଶିଶୁଙ୍କୁ ଜ୍ୱର, କାଶ, ଥଣ୍ଡା ଏବଂ ବାରମ୍ବାର ବାନ୍ତି ହେଉଥିଲା । ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ୭ ଜଣ ଆକ୍ରାନ୍ତ ହୋଇଛନ୍ତି।

ଏହି ଅଜଣା ରୋଗ ବ୍ୟାପିବା ହେତୁ ତାମନପାଲି ସମେତ ଆଖପାଖ ଗାଁରେ ମଧ୍ୟ ଭୟର ବାତାବରଣ ଖେଳି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story