ବମ୍ବେରେ ମସଲପାୱାର ଦେଖାଇଲେ ଓଡ଼ିଆ ଝିଅ ଗାର୍ଗୀ  

କଟକ (ଓଡ଼ିଶା ରିପୋର୍ଟର): ମସଲ୍ ମାନିଆରେ ଓଡ଼ିଆ ଝିଅଙ୍କ କମାଲ୍ ।ମୁମ୍ବାଇରେ ଅନୁଷ୍ଠିତ ବଡି ବିଲଡିଂ ପ୍ରତିଯୋଗିତା ମସଲ୍ ମାନିଆ ଇଣ୍ଡିଆରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଯୁବତୀଙ୍କୁ କଡା ଟକ୍କର ଦେଇ ଚାମ୍ପିଅନ୍ ହୋଇଛନ୍ତି ଗାର୍ଗୀ ନାୟକ। ତାଙ୍କ ସଫଳତାର କାହାଣୀ ଦେଖିବା ଏହି ରିପୋର୍ଟରେ। ବଡି ବିଲଡିଂ କ୍ଷେତ୍ରରେ କେବଳ ପୁଅ ନୁହଁନ୍ତି, ଝିଅ ବି କମାଲ କରିପାରିବେ, ଏକଥାକୁ ପ୍ରମାଣିତ କରିଛନ୍ତି ଓଡ଼ିଆ ଝିଅ ଗାର୍ଗୀ ନାୟକ । ନିଜ ଦୃଢ ମନୋବଳ, […]

b-9j

b-9j

Tapas Behera
  • Published: Sunday, 05 January 2020
  • Updated: 05 January 2020, 08:28 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ମସଲ୍ ମାନିଆରେ ଓଡ଼ିଆ ଝିଅଙ୍କ କମାଲ୍ ।ମୁମ୍ବାଇରେ ଅନୁଷ୍ଠିତ ବଡି ବିଲଡିଂ ପ୍ରତିଯୋଗିତା ମସଲ୍ ମାନିଆ ଇଣ୍ଡିଆରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଯୁବତୀଙ୍କୁ କଡା ଟକ୍କର ଦେଇ ଚାମ୍ପିଅନ୍ ହୋଇଛନ୍ତି ଗାର୍ଗୀ ନାୟକ। ତାଙ୍କ ସଫଳତାର କାହାଣୀ ଦେଖିବା ଏହି ରିପୋର୍ଟରେ।

ବଡି ବିଲଡିଂ କ୍ଷେତ୍ରରେ କେବଳ ପୁଅ ନୁହଁନ୍ତି, ଝିଅ ବି କମାଲ କରିପାରିବେ, ଏକଥାକୁ ପ୍ରମାଣିତ କରିଛନ୍ତି ଓଡ଼ିଆ ଝିଅ ଗାର୍ଗୀ ନାୟକ । ନିଜ ଦୃଢ ମନୋବଳ, କଠିନ ପରିଶ୍ରମ ଯୋଗୁ ପ୍ରଥମ ପ୍ରୟାସରେ ହିଁ ହାସଲ କରିଛନ୍ତି ମସଲ୍ ମାନିଆ ଇଣ୍ଡିଆ ଚାମ୍ପିଆନ୍‌ ଟାଇଟଲ। ମୁମ୍ବାଇରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଝିଅଙ୍କୁ ପଛରେ ପକାଇ ଏହି ସଫଳତା ପାଇଛନ୍ତି ଗାର୍ଗୀ। ଦୀର୍ଘ ୪ ମାସର କଠିନ ଟ୍ରେନିଂ ପରେ ସେ ପାଇଛନ୍ତି ଏହି ଉପଲବ୍ଧି। ଆଗକୁ ଓଡିଶାରେ ଫିମେଲ୍ ଫିଟନେସ୍‌ରେ ପ୍ରଚାର ପ୍ରସାର କରିବା ଦିଗରେ ସେ କାମ କରିବେ ବୋଲି କହିଛନ୍ତି ।

କଟକରେ ରହି ଜୁମ୍ବା ଟ୍ରେନର ଭାବେ କାମ କରୁଥିବା ଭବାନୀପାଟଣାର ଗାର୍ଗୀ ଓଡ଼ିଶୀ ନୃତ୍ୟରେ ବି ବେଶ୍ ରୁଚି ରଖନ୍ତି । ବିଭିନ୍ନ ସ୍ଥାନରେ ଓଡିଶୀ ନୃତ୍ୟ ପରିବେଷଣ କରି ବେଶ୍ ପ୍ରସିଦ୍ଧି ସାଉଁଟିଛନ୍ତି ସେ। ତେବେ ଗଲା ୩ବର୍ଷ ହେଲା ଧୀରେ ଧୀରେ ବଡି ବିଲଡିଂ ପ୍ରତି ଦୁର୍ବଳତା ବଢିଥିଲା । ଏହାରି ମଧ୍ୟରେ ଜିମ୍‌ ଅନ୍ୟ ପୁଅମାନେ ମସଲ୍ ମାନିଆ ପ୍ରତିଯୋଗିତା ଲାଗି ପ୍ରସ୍ତୁତ ହେଉଥିବାବେଳେ ଗାର୍ଗୀ ବି ଏଥିରେ ସାମିଲ ହେବା ପାଇଁ ଇଚ୍ଛା ଜାହିର କରିଥିଲେ । ତେବେ କେବଳ ମସଲ୍ ମାନିଆ ଇଣ୍ଡିଆ ନୁହେଁ , ଏସିଆ କ୍ୟାଟାଗୋରୀରେ ବି କଂପିଟ୍ କରି ଟପ୍ ୫ ରେ ରହିଥିଲେ ଗାର୍ଗୀ। ଗାର୍ଗୀଙ୍କ ଏହି ସଫଳତା ଏହି କ୍ଷେତ୍ର ପ୍ରତି ରୁଚି ରଖୁଥିବା ଯୁବତୀମାନଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story