‘ମାର୍କେଟରେ ଯେଉଁ ପ୍ରଶ୍ନପତ୍ର ବୁଲୁଛି ଆମ ପରୀକ୍ଷାରେ ସେୟା ପଡ଼ିଛି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁଆଡ଼େ ଗଲା ବାହାସ୍ଫୋଟ୍‌? କୁଆଡ଼େ ଗଲା ଷ୍ଟ୍ରାଡେଜି? ପୁଣି ମ୍ୟାଟ୍ରିକ ପରୀକ୍ଷାରେ ପଶିଗଲା ଭାଇରାଲ୍‌ ଭୂତ। ଆରମ୍ଭ ଦିନରୁ ସେଣ୍ଟର ବାହାରେ ବୁଲିଲା ମାତୃଭାଷା ପ୍ରଶ୍ନପତ୍ର। ଧର୍ମଗଡ଼ ଓ କଣ୍ଟାବାଂଝିରେ ଆଜି ପରୀକ୍ଷା ଆରମ୍ଭର ମାତ୍ର ଅଧ ଘଣ୍ଟାଏରୁ ଘଣ୍ଟାଏ ଭିତରେ ମୋବାଇଲରୁ ମୋବାଇଲ ଘୂରି ବୁଲିଥିଲା ବି ସେଟ ମାତୃଭାଷା ପ୍ରଶ୍ନପତ୍ର। ଉଭୟ ସବ୍‌ଜେକ୍ଟିଭ ଓ ଅବଜେକ୍ଟିଭ୍‌ ପ୍ରଶ୍ନ ପୂରାପୂରି ସମାନ ଥିବା କଣ୍ଟାବାଂଝି କେନ୍ଦ୍ରରେ ପରୀକ୍ଷା ଦେଉଥିବା ଛାତ୍ର ଶଶୀକାନ୍ତ […]

matric-exam

matric-exam

Manoranjan Sial
  • Published: Wednesday, 19 February 2020
  • Updated: 19 February 2020, 07:18 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁଆଡ଼େ ଗଲା ବାହାସ୍ଫୋଟ୍‌? କୁଆଡ଼େ ଗଲା ଷ୍ଟ୍ରାଡେଜି? ପୁଣି ମ୍ୟାଟ୍ରିକ ପରୀକ୍ଷାରେ ପଶିଗଲା ଭାଇରାଲ୍‌ ଭୂତ। ଆରମ୍ଭ ଦିନରୁ ସେଣ୍ଟର ବାହାରେ ବୁଲିଲା ମାତୃଭାଷା ପ୍ରଶ୍ନପତ୍ର। ଧର୍ମଗଡ଼ ଓ କଣ୍ଟାବାଂଝିରେ ଆଜି ପରୀକ୍ଷା ଆରମ୍ଭର ମାତ୍ର ଅଧ ଘଣ୍ଟାଏରୁ ଘଣ୍ଟାଏ ଭିତରେ ମୋବାଇଲରୁ ମୋବାଇଲ ଘୂରି ବୁଲିଥିଲା ବି ସେଟ ମାତୃଭାଷା ପ୍ରଶ୍ନପତ୍ର। ଉଭୟ ସବ୍‌ଜେକ୍ଟିଭ ଓ ଅବଜେକ୍ଟିଭ୍‌ ପ୍ରଶ୍ନ ପୂରାପୂରି ସମାନ ଥିବା କଣ୍ଟାବାଂଝି କେନ୍ଦ୍ରରେ ପରୀକ୍ଷା ଦେଉଥିବା ଛାତ୍ର ଶଶୀକାନ୍ତ ପଟେଲ ଓ ଜିତୁ କରଣ କହିଛନ୍ତି। ତେଣୁ ଏଥିରୁ ସ୍ପଷ୍ଟ ଯେ, ଭାଇରାଲ୍ ହୋଇଥିବା ପ୍ରଶ୍ନପତ୍ର ହିଁ ଅସଲି।

ତାହାଲେ ଏଠି ପ୍ରଶ୍ନ ଉଠୁଛି, ଫସର ଫାଟିଲା କି ବୋର୍ଡର ପ୍ରଶ୍ନପତ୍ର ଭାଇରାଲ୍ ବ୍ରେକ୍ ଷ୍ଟ୍ରାଟେଜି? ଗଣ୍ଡାଗଣ୍ଡା ସ୍କ୍ୱାର୍ଡ, ସିସିଟିଭି ସର୍ଭେଲାନ୍ସ, ତ୍ରିସ୍ତରୀୟ ସୁରକ୍ଷା ସାଙ୍ଗକୁ ପିଲା ଓକେ କଲେ ପ୍ରଶ୍ନପତ୍ର ପ୍ୟାକେଟ ଖୋଲିବା ଭଳି ଏତେସବୁ ନିଷ୍ପତ୍ତି ସତ୍ତ୍ୱେ କେମିତି ବାହାରକୁ ଗଲା ପ୍ରଶ୍ନପତ୍ର? ଏ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷାବିତ୍ ସମସ୍ତେ ଉଠାଇଛନ୍ତି ପ୍ରଶ୍ନ। ତେବେ ଧର୍ମଗଡ଼ ନା କଣ୍ଟାବାଂଝି, ପ୍ରକୃତରେ କେଉଁ ସ୍କୁଲରୁ ଲିକ ହୋଇଛି ମାତୃଭାଷା ପ୍ରଶ୍ନପତ୍ର? ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନଥିବା ବେଳେ ବୋର୍ଡ କର୍ତ୍ତୃପକ୍ଷ କିନ୍ତୁ ସଫାସଫା ଭାଇରାଲକୁ ଖଣ୍ଡନ କରିଛନ୍ତି। ବୋର୍ଡକୁ ବଦନାମ କରିବାକୁ ଏହା ଏକ ଉଦ୍ୟମ ବୋଲି ସଭାପତି ରାମାଶିଷ ହାଜରା କହିଥିବା ବେଳେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି, ଅଭିଯୋଗର ତଦନ୍ତ ହେବ। ଯିଏ ଦୋଷୀ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଫେବ୍ରୁଆରୀ ୨୬-୨୦୧୮ ଭାଇରାଲ୍‌ ହୋଇଥିଲା ମ୍ୟାଟ୍ରିକ ଇଂରାଜୀ ପ୍ରଶ୍ନପତ୍ର। ସାରା ରାଜ୍ୟରେ ହଇଚଇ ପରେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଠିକ ସେମିତି ଫେବ୍ରୁଆରୀ ୨୨-୨୦୧୯ ଏବର୍ଷ ଭଳି ଗତବର୍ଷ ମଧ୍ୟ ପରୀକ୍ଷାର ପ୍ରଥମ ଦିନରେ ନୂଆପଡ଼ାରୁ ଭାଇରାଲ ହୋଇଥିଲା ମାତୃଭାଷା ପ୍ରଶ୍ନ। ଆଉ ସେ ଭାଇରାଲ ଭୂତ ପୂରା ପରୀକ୍ଷା ସରିବା ଯାଏଁ ଲାଗି ରହିଥିଲା। ଗତବର୍ଷର ସିରିଜ୍ ଭାଇରାଲ୍ ରୋକିବାକୁ ଏଥର ବୋର୍ଡ ପ୍ରଶ୍ନପତ୍ର କୋଡ଼ିଂ ଭଳି ନୂଆ କୌଶଳ ଆପଣାଇବା ସତ୍ତ୍ୱେ ସବୁ ଯେମିତି ଫେଲ୍ ମାରିଛି।

କପିକରି ଧରାପଡ଼ିଲେ ୪୪ ଛାତ୍ରଛାତ୍ରୀ

ମ୍ୟାଟ୍ରିକ ପରୀକ୍ଷାରେ ଆଜି ଥିଲା ମାତୃଭାଷା(ସାହିତ୍ୟ)। ପରୀକ୍ଷା ଦିନ ୧୦ଟାରୁ ଆରମ୍ଭ ହୋଇ ସାଢେ ୧୨ଟାରେ ଶେଷ ହୋଇଥିଲା। ପ୍ରଥମ ଦିନରେ ମାତୃଭାଷାରେ କପି କରି ଧରାପଡ଼ିଛନ୍ତି ୪୪ ଜଣ ଛାତ୍ରଛାତ୍ରୀ। ଚଳିତବର୍ଷ ମୋଟ୍‌ ୫ ଲକ୍ଷ ୬୦ ହଜାର ୯୦୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସାରା ରାଜ୍ୟରେ ୨ ହଜାର ୮ଶହ ୮୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ହଜାରେ ସେଣ୍ଟରରେ ଲାଗିଛି CCTV କ୍ୟାମେରା। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ୟୁନିଭର୍ସିଟି ହାଇସ୍କୁଲକୁ ଯାଇ ପରୀକ୍ଷାର ତଦାରଖ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story