ଆସନ୍ନ ମରୁଡ଼ି ସ୍ଥିତିକୁ ନେଇ ବିରୋଧୀଙ୍କ ଉଦବେଗ, ପ୍ରକୃତିକୁ ଦୋଷ ଦେଲେ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କମ୍ ବର୍ଷା ଯୋଗୁ ୧୪ଟି ଜିଲ୍ଲାର ୪୭ଟି ବ୍ଲକରେ ଫସଲ ଅବସ୍ଥା ଖରାପ ଅଛି। ମରୁଡ଼ି ପରିସ୍ଥିତିକୁ ଦୃଷ୍ଟିରେ ରଖି କଣ୍ଟିଜେନ୍ କ୍ରପ୍ ପ୍ଲାନ କରାଯାଉଛି। ସ୍ପଳ୍ପ ବୃଷ୍ଟିପାତଜନିତ ପରିସ୍ଥିତିରେ ସରକାରଙ୍କ ସମୟପୋଗୀ ପଦକ୍ଷେପ ଯୋଗୁ ଚାଷୀ କୂଳ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିର ସଠିକ ମୁକାବିଲା କରିବା ପାଇଁ ସକ୍ଷମ ହୋଇଛନ୍ତି। ମରୁଡ଼ି କିମ୍ବା ସମ୍ଭାବ୍ୟ ମରୁଡ଼ି ମନୁଷ୍ୟକୃତ ନୁହେଁ, ଏହା ଜଳବାୟୁ ପରିବର୍ତ୍ତନ ପାଇଁ ହୋଇଥାଏ। ତେବେ ପ୍ରକୃତିକୁ ଦୋଷ ଦେଇ […]

odisha-assamble-1

odisha-assamble-1

Ordigital Desk
  • Published: Wednesday, 01 September 2021
  • Updated: 01 September 2021, 10:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କମ୍ ବର୍ଷା ଯୋଗୁ ୧୪ଟି ଜିଲ୍ଲାର ୪୭ଟି ବ୍ଲକରେ ଫସଲ ଅବସ୍ଥା ଖରାପ ଅଛି। ମରୁଡ଼ି ପରିସ୍ଥିତିକୁ ଦୃଷ୍ଟିରେ ରଖି କଣ୍ଟିଜେନ୍ କ୍ରପ୍ ପ୍ଲାନ କରାଯାଉଛି। ସ୍ପଳ୍ପ ବୃଷ୍ଟିପାତଜନିତ ପରିସ୍ଥିତିରେ ସରକାରଙ୍କ ସମୟପୋଗୀ ପଦକ୍ଷେପ ଯୋଗୁ ଚାଷୀ କୂଳ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିର ସଠିକ ମୁକାବିଲା କରିବା ପାଇଁ ସକ୍ଷମ ହୋଇଛନ୍ତି। ମରୁଡ଼ି କିମ୍ବା ସମ୍ଭାବ୍ୟ ମରୁଡ଼ି ମନୁଷ୍ୟକୃତ ନୁହେଁ, ଏହା ଜଳବାୟୁ ପରିବର୍ତ୍ତନ ପାଇଁ ହୋଇଥାଏ। ତେବେ ପ୍ରକୃତିକୁ ଦୋଷ ଦେଇ ଖସିବାକୁ ସରକାରଙ୍କ ଉଦ୍ୟମକୁ କଡ଼ା ଭାଷାରେ ବିରୋଧୀ ସଦସ୍ୟମାନେ ସମାଲୋଚନା କରିଥିଲେ।

ବିଜେପି ବିଧାୟକମାନଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବ ‘ମରୁଡ଼ି କବଳରେ ସାରା ଓଡ଼ିଶା କଲବଲ, ସରକାରଙ୍କ ଯୋଗୁ ଦୁର୍ଦ୍ଦଶାରେ ଚାଷୀକୂଳ’ ଉପରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ଯେ, ରାଜ୍ୟରେ ମରୁଡ଼ି ସ୍ତିତି ଭୟଙ୍କର। ସରକାର ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ ଓ ଜଳ ସଂରକ୍ଷଣ ପାଇଁ ଟ୍ୟାକ୍ସ ଫୋର୍ସ ଗଠନ କରନ୍ତୁ। ମରୁଡ଼ିକୁ ନେି ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଚିରାଚରିତ ଓ ଦୁର୍ଭାଗ୍ୟଜନକ। ପ୍ରକୃତିକୁ ଦୋଷ ଦେଲେ ହେବନି । ଉଠା ଜଳସେଚନ ଅଚଳ ହୋଇପଡ଼ିଛି । ଜଳାଶୟଗୁଡ଼ିକ ଶୁଖିଲା ରହିଛି । ସରକାର ଜଳସେଚନରେ ଫେଲ୍ ମାରିଛନ୍ତି । କେତେ ବ୍ଲକରେ ୩୫ ପ୍ରତିଶତ ଜଳସେଚନ ହୋଇଛି ସରକାର ତା’ର ହିସାବ ରଖନ୍ତୁ। ରାଜ୍ୟରେ ନଦୀ ଜଳ ସଂରକ୍ଷଣ ପାଇଁ ସରକାର ତୁରନ୍ତ ଟ୍ୟାକ୍ସଫୋର୍ସ ଗଠନ କରିବାକୁ ସେ ଦାବି କରିଥିଲେ। ବିଜେପିର ୪ଟି ଟିମ୍ ଗ୍ରାଉଣ୍ଡ ଜିରୋକୁ ଯାଇ ରାଜ୍ୟରେ ଭୟଙ୍କର ମରୁଡ଼ି ସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ପାଇଛି ବୋଲି ସେ କହିଥିଲେ ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ମରୁଡ଼ି ସ୍ଥିତି ବିଷୟରେ ମନ୍ତ୍ରୀଙ୍କ ଉତ୍ତର ଅବାନ୍ତର । ୩୦ ଜିଲ୍ଲାରୁ ୨୭ଟି ଜିଲ୍ଲାରେ ମରୁଡ଼ି । ଆଇନ ଅନୁସାରେ ସରକାର ଏହି ଜିଲ୍ଲାଗୁଡ଼ିକୁ ମରୁଡ଼ିଗ୍ରସ୍ତ ଜିଲ୍ଲା ଘୋଷଣା କରନ୍ତୁ । ୨୦୧୧ ସୁଦ୍ଧା ପ୍ରତି ବ୍ଲକରେ ୩୫ ପ୍ରତିଶତ ଜଳସେଚନ ନେଇ ସରକାର କିହଥିଲେ । ଏପର୍ଯ୍ୟନ୍ତ ପ୍ରତିଶ୍ରୁତି ପୂରଣ ନହେବା ପାଇଁ କ’ଣ ପ୍ରକୃତି ଦାୟୀ । ସରକାର ତାଙ୍କ କାର୍ଯ୍ୟ କରିନପାରି ପ୍ରକୃତି ନାଁରେ ପାରି ହେବାକୁ ଚେଷ୍ଟା କରୁଛନ୍ତି । ଯେଉଁଠି ଜଳସେଚନ ବ୍ୟବସ୍ଥା ନାହିଁ ସେଠି କ’ଣ କରାଯିବ ସରକାର କହିଲେନି । ତେଣୁ ମରୁଡ଼ି ମୁକାବିଲା ନିମନ୍ତେ ଭବିଷ୍ୟତ ପାଇଁ ଯୋଜନା କରାଯାଉ, ଚାଷୀଙ୍କର ଋଣ ଛାଡ଼ କରାଯାଉ, କେନ୍ଦ୍ର ସରକାରଙ୍କୁ ମଧ୍ୟ ଋଣ ଛାଡ଼ କରିବା ପାଇଁ ଚିଠି ଲେଖାଯାଉ । ଚାଷୀଙ୍କୁ ମାଗଣାରେ ବିହନ, ସାର ଓ ଔଷଧ ଦେବା ସହ କୃଷି ଶ୍ରମିକଙ୍କୁ ବେରୋଜଗାର ଭତ୍ତା ଦେବାକୁ ଶ୍ରୀ ମିଶ୍ର ଦାବି କରିଥିଲେ ।

ତେବେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭରୁ କୃଷି ମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ, ମରୁଡ଼ି କିମ୍ବା ସମ୍ଭାବ୍ୟ ମରୁଡ଼ି ଏକ ପ୍ରାକୃତିକ ଦୁର୍ବିପାକ । ବିଗତ ୨୦ବର୍ଷ ମଧ୍ୟରେ ରାଜ୍ୟ ୮ଥର ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହୋଇଛି । କମ ବର୍ଷା ଯୋଗୁ ୧୪ଟି ଜିଲ୍ଲାର ୪୭ଟି ବ୍ଲକରେ ଫସଲ ଗୁରୁତର ଭାବେ ପ୍ରଭାବିତ ହୋଇଛି । ରାଜ୍ୟରେ ଅଗଷ୍ଟ ୨୮ତାରିଖ ପର୍ଯ୍ୟନ୍ତ ୨୩ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଏହି ସମୟ ପର୍ଯ୍ୟନ୍ତ ଓଡ଼ିଶାରେ ମୋଟ ୬୧.୯୬ଲକ୍ଷ ହେକ୍ଟର ଜମିରୁ ୮୬.୬୨ ପ୍ରତିଶତ ଜମି ଅର୍ଥାତ ୫୩.୬୭ଲକ୍ଷ ହେକ୍ଟର ଜମିରେ ବିଭିନ୍ନ ଫସଲ ହୋଇଛି । ଗତବର୍ଷ ୯୨ ପ୍ରତିଶତ ଜମିରେ ଫସଲ ହୋଇଥିଲା । ଚଳିତବର୍ଷ ଏହି ଅବଧି ସୁଦ୍ଧା ୩.୪୫ଲକ୍ଷ ହେକ୍ଟର ଜମିରେ କମ୍ ଚାଷ ହୋଇଛି । ତେବେ ସ୍ୱଳ୍ପ ବର୍ଷାଜନିତ ପରିସ୍ଥିତିରେ ସରକାରଙ୍କ ସମୟପଯୋଗୀ ପଦକ୍ଷେପ ଯୋଗୁ ଚାଷୀକୂଳ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିର ସଠିକ ମୁକାବିଲା କରିବା ପାଇଁ ସକ୍ଷମ ହୋଇଛି । ସରକାର ସର୍ବଦା ଚାଷୀକୂଳଙ୍କ ସହ ଅଛନ୍ତି । ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ସଂକଳ୍ପବଦ୍ଧ । ଯଥାପଯୋଗୀ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ । ଚାଷୀଙ୍କ ସହ ସରକାର ଥିଲେ, ଅଛନ୍ତି ଓ ଆଗକୁ ରହିବେ । ତେଣୁ ସରକାର ଯଥାପଯୋଗୀ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କହି ବିରୋଧୀ ଦଳ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବକୁ ମନ୍ତ୍ରୀ ଶ୍ରୀ ସାହୁ ବାଏଁବାଏଁ ଉଡ଼ାଇ ଦେଇଛନ୍ତି ।

ବିଧାନସଭାର ୮ଦିନିଆ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଆଜି ପୂର୍ବାହ୍ନରେ ଶୋକ ପ୍ରସ୍ତାବ ପାରିତ ହେବାପରେ ମରୁଡ଼ି ପ୍ରସଙ୍ଗରେ ଆଲୋଚନା ଦାବି କରି କଂଗ୍ରେସ ସଭ୍ୟମାନେ ହଟ୍ଟଗୋଳ କରିବାରୁ ଶୂନ୍ୟକାଳ କାର୍ଯ୍ୟକ୍ରମ ଚାଲିପାରିନଥିଲା । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମରୁଡ଼ି ପ୍ରସଙ୍ଗରେ ବିଜେପି ସଦସ୍ୟଙ୍କ ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରିଥିବାରୁ କଂଗ୍ରେସର ଆଲୋଚନା ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ । ତେବେ ଗୃହ ପ୍ରାୟ ୫୫ମିନିଟ୍ ମୁଲତବୀ ରହିବା ପରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଥିଲା । ବିଜେପି ବିଧାୟକମାନଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବ ‘ମରୁଡ଼ି କବଳରେ ସାରା ଓଡ଼ିଶା କଲବଲ, ସରକାରଙ୍କ ଯୋଗୁ ଦୁର୍ଦ୍ଦଶାରେ ଚାଷୀକୂଳ’ ପ୍ରସଙ୍ଗରେ ଗୃହରେ ଆଲୋଚନା ହୋଇଥିଲା । ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀଙ୍କ ବଦଳରେ କୃଷି ମନ୍ତ୍ରୀ ଅରୁଣ ସାହୁ ସରକାରଙ୍କ ପକ୍ଷରୁ ଏହି ମୁଲତବୀ ପ୍ରସ୍ତାବର ଉତ୍ତର ରଖିଥିଲେ ।

ତେବେ ଉଭୟ କଂଗ୍ରେସ ଓ ବିଜେପି ସଭ୍ୟମାନେ କୃଷିମନ୍ତ୍ରୀ ଉତ୍ତର ରଖିବାକୁ ନେଇ ଉଦବେଗ ବ୍ୟକ୍ତ କରିଥିଲେ । ଏହା ଠିକ୍ ପରମ୍ପରା ନୁହେଁ ବୋଲି କହିଥିବାବେଳେ ରାଜସ୍ୱ ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନାହିଁ ବୋଲି ବାଚସ୍ପତି ସୂଚନା ଦେଇଥିଲେ । ତେବେ ବାଚସ୍ପତିଙ୍କ ଉତ୍ତରରେ ଅସନ୍ତୁଷ୍ଟ ବିରୋଧୀ ସଦସ୍ୟମାନେ ଗୃହରେ ନାରାବାଜି କରିଥିଲେ।

ଆଜି ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଗୋଟିଏ ଅଧ୍ୟାଦେଶ ସମେତ ୭ଟି ବିଲ୍ ଉପସ୍ଥାପିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story