ତୁଣ୍ଡ ପାଇଁ ଫସିଗଲେ, ମନ୍ତ୍ରିମଣ୍ଡଳରୁ ବିଦାହେଲେ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ତୁଣ୍ଡ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥିବା ମନ୍ତ୍ରୀ ଦାମୋଦର ରାଉତଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ରାହ୍ମଣ ସମାଜ ପ୍ରତି ଅଶୋଭନୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେବଳ ବ୍ରାହ୍ମଣ ସମାଜ ନୁହେଁ ସମାଜର ଯେକୌଣସି ବର୍ଗର ବ୍ୟକ୍ତିଙ୍କୁ ଜାତିଭିତ୍ତିରେ ମନ୍ତବ୍ୟ ଦେବା ଏକ ଗ୍ରହୀତ ଦୋଷ। ଏଭଳି ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ବହିଷ୍କାର କରାଯାଇଛି ଓ ଏ ନେଇ ରାଜ୍ୟପାଳଙ୍କୁ ଅବଗତ କରିଦିଆ ଯାଇଛି […]

DAMODAR1-720x430 copy

DAMODAR1-720x430 copy

Rakesh Mallick
  • Published: Friday, 22 December 2017
  • Updated: 22 December 2017, 07:57 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ତୁଣ୍ଡ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥିବା ମନ୍ତ୍ରୀ ଦାମୋଦର ରାଉତଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ରାହ୍ମଣ ସମାଜ ପ୍ରତି ଅଶୋଭନୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେବଳ ବ୍ରାହ୍ମଣ ସମାଜ ନୁହେଁ ସମାଜର ଯେକୌଣସି ବର୍ଗର ବ୍ୟକ୍ତିଙ୍କୁ ଜାତିଭିତ୍ତିରେ ମନ୍ତବ୍ୟ ଦେବା ଏକ ଗ୍ରହୀତ ଦୋଷ। ଏଭଳି ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ବହିଷ୍କାର କରାଯାଇଛି ଓ ଏ ନେଇ ରାଜ୍ୟପାଳଙ୍କୁ ଅବଗତ କରିଦିଆ ଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story