ଟ୍ରେନରେ ଚୋରି ହୋଇଗଲା ମନ୍ତ୍ରୀଙ୍କ ଭ୍ୟାନିଟି

ଟିଟିଲାଗଡ଼: ପୁରୀ-ଦୁର୍ଗ ଟ୍ରେନରେ ଯାଉଥିବା  ବେଳେ ମନ୍ତ୍ରୀ ଉଷା ଦେବୀଙ୍କ ଭ୍ୟାନିଟି ଚୋରି ହୋଇ ଯାଇଥିବା ଅଭିଯୋଗ ହୋଇଛି।  ସେ ଭୁବନେଶ୍ୱରରୁ-କଣ୍ଟାବାଞ୍ଜି ଯାଉଥିବା ବେଳେ ରେଢ଼ାଖୋଲ-ଅନୁଗୋଳ ଷ୍ଟେସନ ମଧ୍ୟରେ ଦୁର୍ବୃତ୍ତମାନେ ତାଙ୍କ ଭ୍ୟାନିଟି ନେଇ ଯାଇଥିବା ଜଣାପଡ଼ିଛି। ସେଥିରେ ୨୫ ହଜାର ଟଙ୍କା ଓ ମୋବାଇଲ୍ ଥିଲା।  ଟିଟିଲାଗଡ଼ ଜିଆରପି ଥାନାରେ  ଏନେଇ ଉଷା ଦେବୀ ଏତଲା ଦେଇଛନ୍ତି । ପୋଲିସ୍‌ ଘଟଣାର ତଦନ୍ତ କରୁଛି।

Usha-Devi-

Usha-Devi-

Rakesh Mallick
  • Published: Saturday, 11 November 2017
  • Updated: 11 November 2017, 01:33 PM IST

Sports

Latest News

https://www.youtube.com/watch?v=27ppZupkV8s

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story