ଛୋଟ ସାପର ବେଶୀ ବିଷ: ମନ୍ତ୍ରୀ, ଜିଲ୍ଲାପାଳଙ୍କ ନାଁରେ ଫେକ୍‌ ଆକାଉଣ୍ଟ ଖୋଲି ଟଙ୍କା, ମୋବାଇଲ ହଡ଼ପ

ସମ୍ବଲପୁର(ସଞ୍ଜୟ ଜେନା):ନାବାଳକର ଚର୍ଚ୍ଚିତ କଳା କାରନାମା । ପ୍ରତିଷ୍ଠିତ ଲୋକଙ୍କ ନାଁ ରେ ନକଲି ଫେସବୁକ ଆକାଉଣ୍ଟ ଖୋଲି  ବିଭିନ୍ନ ଆଳରେ ଟଙ୍କା ଓ ମୂଲ୍ୟବାନ ଜିନିଷ ହଡ଼ପ। ନିଜକୁ ଭିଆଇପି ଓ ମନ୍ତ୍ରୀ ପରିଚୟ ଦେଇ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ସମ୍ବଲପୁରରୁ ଆସିଛି। ସାଇବର କ୍ରାଇମ୍‌ ମାମଲାରେ ସମ୍ପୃକ୍ତ ନାବାଳକଙ୍କୁ ପୁଲିସ ଗିରଫ କରିଛି। ନାବାଳକର କାରନାମା ବିଷୟରେ ଜାଣିଲେ , ଯେ କେହି ବି ଆଶ୍ଚର୍ଯ୍ୟ ହୋଇ ଯିବ। ଜିଲ୍ଲାପାଳ,ମନ୍ତ୍ରୀ ଓ […]

b-89

b-89

Tapas Behera
  • Published: Thursday, 13 June 2019
  • Updated: 13 June 2019, 05:01 PM IST

Sports

Latest News

ସମ୍ବଲପୁର(ସଞ୍ଜୟ ଜେନା):ନାବାଳକର ଚର୍ଚ୍ଚିତ କଳା କାରନାମା । ପ୍ରତିଷ୍ଠିତ ଲୋକଙ୍କ ନାଁ ରେ ନକଲି ଫେସବୁକ ଆକାଉଣ୍ଟ ଖୋଲି  ବିଭିନ୍ନ ଆଳରେ ଟଙ୍କା ଓ ମୂଲ୍ୟବାନ ଜିନିଷ ହଡ଼ପ। ନିଜକୁ ଭିଆଇପି ଓ ମନ୍ତ୍ରୀ ପରିଚୟ ଦେଇ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ସମ୍ବଲପୁରରୁ ଆସିଛି। ସାଇବର କ୍ରାଇମ୍‌ ମାମଲାରେ ସମ୍ପୃକ୍ତ ନାବାଳକଙ୍କୁ ପୁଲିସ ଗିରଫ କରିଛି।

ନାବାଳକର କାରନାମା ବିଷୟରେ ଜାଣିଲେ , ଯେ କେହି ବି ଆଶ୍ଚର୍ଯ୍ୟ ହୋଇ ଯିବ। ଜିଲ୍ଲାପାଳ,ମନ୍ତ୍ରୀ ଓ ବିଧାୟକଙ୍କ ନାଁରେ ଫେକ ଫେସବୁକ ଆକାଉଣ୍ଟ ଖୋଲି ଅନ୍ୟ ମାନଙ୍କ ସହ ଚାଟିଂ କରୁଥିଲା ଓ ସନ୍ଦେହ ନ ହେଲା ଭଳି ଅନେକ କିଛି ଲେଖୁଥିଲା। ମନ୍ତ୍ରୀ ନବ କିଶୋର ଦାଶ , ବିଧାୟକ ଜୟ ନାରାୟଣ ମିଶ୍ର ,ନରସିଂହ ମିଶ୍ର ଓ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସାକସେନାଙ୍କ ନାମରେ ଫେକ୍‌ ଆକାଉଣ୍ଟ ଖୋଲି ସେଥିରେ ଲୋକମାନଙ୍କ ସହ ଚାଟିଂ କରୁଥିଲା।
ଆଉ ଚାଟିଁରେ ଲୋକଙ୍କୁ  ଚକମା ଦେଖାଇ କାହାଠାରୁ ଟଙ୍କା ହାତେଇଛି ତ’ ପୁଣି ଆଉ କାହାଠାରୁ ମୋବାଇଲ ହାତେଇଛି। କେତେବେଳେ ସିଏ ନିଜେ ମନ୍ତ୍ରୀ ହେଉଥିଲା ତ’ ପୁଣି  କେତେବେଳେ ଜିଲ୍ଲାପାଳ ହୋଇ ଟଙ୍କା ଓ ଜିନିଷ ମାଗୁଥିଲା। ତେବେ ଆଶ୍ଚର୍ଯ୍ୟର କଥା  ହେଉଛି ଯେ , ସମ୍ବଲପୁର ଜିଲ୍ଲାପାଳ ଶୁଭମ ସାକସେନାଙ୍କର  ଫେସବୁକ ଆକାଉଣ୍ଟ ନ ଥିଲେ ମଧ୍ୟ  ନାବାଳକ ଜଣକ ଜିଲ୍ଲାପାଳଙ୍କ ଫଟୋ ବ୍ୟବହାର କରି ପୂର୍ବତନ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଫ୍ରେଣ୍ଡ ଲିଷ୍ଟରେ ଥିବା ଲୋକଙ୍କୁ ଫ୍ରେଣ୍ଡ ରିକୁଏଷ୍ଟ  ପଠାଉଥିଲା ।

ଏ ବିଷୟ ରେ ଜାଣିବା ପରେ ,ଜିଲ୍ଲାପାଳ ନିଜେ ଫେସବୁକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ଓ ପୁଲିସକୁ ଜଣାଇଥିଲେ ।  ତେବେ ସମ୍ବଲପୁର ମ୍ୟୁନିସିପାଲିଟିର ପୂର୍ବତନ ନଗରପାଳ ସିଦ୍ଧାର୍ଥ ସାହାଙ୍କର ନାଁ ରେ ମେିତି ନକଲି ଆକାଉଣ୍ଟ ଖୋଲି କେହି ଜଣେ ଟଙ୍କା ମାଗୁଥିବା ଜାଣିବା ପରେ ସେ ଗତ ୧୧ ତାରିଖ ଦିନ ଟାଉନ ଥାନାରେ ଅଭିଯୋଗ କରିଥିଲେ । ତେବେ ତଦନ୍ତ  ସମୟରେ ଆଳୁ ଖୋଳୁ ମହାଦେବ ବାହାରିଲା ଭଳି ନାବାଳକର ଲମ୍ବା ଅପରାଧ ତାଲିକା ବିଷୟ ରେ ଜାଣିବାକୁ ପାଇଥିଲା ପୁଲିସ। ଗତ ଏପ୍ରିଲ ମାସ ୪ ତାରିଖ ରେ  ସେ ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କର ନାଁ ରେ ଫେକ୍‌ ଫେସବୁକ ଆକାଉଣ୍ଟ ଖୋଲି  ଅନେକ ଲୋକଙ୍କୁ ଟଙ୍କା ମାଗୁଥିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲା ।

କେବଳ ସେତିକି ନୁହେଁ , ଗତ ଜାନୁୟାରୀ ମାସ ୧୧ ତାରିଖ ଦିନ ସମ୍ବଲପୁରର ଜଣେ ବ୍ୟକ୍ତିଙ୍କୁ ପେଟ୍ରୋଲ ପମ୍ପ କରାଇଦେବା ନାଁରେ ୨ ଲକ୍ଷ ୯୭ ହଜାର ୫୦୦ ଟଙ୍କା ଠକି ନେଇଥିବା ଅଭିଯୋଗରେ ଉଭୟ  ନାବାଳକ ଓ ତା’ର ବାପାକୁ ପୁଲିସ ଗିରଫ କରିଥିଲା । ବାଳ ଅପରାଧି ପାଇଁ ଆଇନରେ ଥିବା ସୁବିଧାର ଫାଇଦା ନେଇ  ବାରମ୍ବାର ଜେଲରୁ ବାହାରିବା ପରେ ପୁଣି ଅଭ୍ୟାସଗତ ଭାବେ ଏମିତି ଲୋକଙ୍କୁ ଲୁଟି ଚାଲିଥିଲା ନାବାଳକ। ତେବେ ଶେଷରେ ନାବାଳକ ଜଣଙ୍କୁ ପୁଲିସ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story