ଭାଇକୁ ଉଦ୍ଧାର କରି ଚାଲିଗଲା ଭଉଣୀ

ଜଗତସିଂହପୁର(ଶଶାଙ୍କ ପଣ୍ଡା): ଭାଇକୁ ଉଦ୍ଧାର କରି ଚାଲିଗଲା ଭଉଣୀ। ଏମିତି ଏକ ଅଭାବନୀୟ ଘଟଣା ଆଜି ଜଗତସିଂହପୁର ଜିଲ୍ଲାରେ ଘଟିଛି। ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ମଙ୍ଗପୁର ନିକଟସ୍ଥ ଦେବୀ ନଦୀରେ ବୁଡି ଜଣେ ନାବାଳିକା ମୃତ୍ୟୁ ବରଣ କରିଛି। ଅନ୍ୟ ଦୁଇଜଣ ଭାଇଭଉଣୀ ଗୁରୁତର ହୋଇଛନ୍ତି। ତେବେ ଅନ୍ୟଜଣେ ନାବାଳିକା ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ସୂଚନା ଅନୁସାରେ ଉକ୍ତ ୪ ଜଣ ତାଙ୍କ ପରିବାର ସହିତ ମଙ୍ଗପୁର ଖାଲଗାଁ ସ୍ଥିତ ବନ୍ଧୁ […]

Untitled-7

Untitled-7

Tapas Behera
  • Published: Wednesday, 24 June 2020
  • Updated: 24 June 2020, 07:37 PM IST

Sports

Latest News

ଜଗତସିଂହପୁର(ଶଶାଙ୍କ ପଣ୍ଡା): ଭାଇକୁ ଉଦ୍ଧାର କରି ଚାଲିଗଲା ଭଉଣୀ। ଏମିତି ଏକ ଅଭାବନୀୟ ଘଟଣା ଆଜି ଜଗତସିଂହପୁର ଜିଲ୍ଲାରେ ଘଟିଛି। ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ମଙ୍ଗପୁର ନିକଟସ୍ଥ ଦେବୀ ନଦୀରେ ବୁଡି ଜଣେ ନାବାଳିକା ମୃତ୍ୟୁ ବରଣ କରିଛି। ଅନ୍ୟ ଦୁଇଜଣ ଭାଇଭଉଣୀ ଗୁରୁତର ହୋଇଛନ୍ତି। ତେବେ ଅନ୍ୟଜଣେ ନାବାଳିକା ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି।

ସୂଚନା ଅନୁସାରେ ଉକ୍ତ ୪ ଜଣ ତାଙ୍କ ପରିବାର ସହିତ ମଙ୍ଗପୁର ଖାଲଗାଁ ସ୍ଥିତ ବନ୍ଧୁ ଘରକୁ ଆସିଥିଲେ। ତେବେ ଆଜି ଅପରାହ୍ନରେ ଉକ୍ତ ନଈକୂଳକୁ ଆସିଥିବା ବେଳେ ଅସାବଧାନତା ବଶତଃ ଅମରେଶ ପରିଡ଼ା ନାମକ ନାବାଳକର ଚପଲ ପାଣିରେ ପଡି ଯାଇଥିଲା। ତେବେ ଚପଲ ଆଣିବାକୁ ଚେଷ୍ଟା କରୁଥିବା ବେଳେ ଅମରେଶ ନଈରେ ଖସି ପଡ଼ିଥିଲା ।

ଏହା ଦେଖି ନିକଟରେ ଥିବା ସମ୍ପର୍କୀୟ ଭଉଣୀ ପୂଜା ନାୟକ ତାକୁ ଉଧାର କରିବାକୁ ଯାଇ ନଈରେ ଖସି ପଡ଼ିଥିଲା । ପରେ ଅମରେଶର ଭଉଣୀ ଅନୁରାଧା ମଧ୍ୟ ଏମାନଙ୍କୁ ଉଧାର କରିବା ପାଇଁ ଯାଉଥିବା ବେଳେ ପାଣିରେ ପଡି ଯାଇଥିଲା । ଏହା ଦେଖି ଉପରେ  ଥିବା ଅନ୍ୟ ଜଣେ ନାବାଳିକା ଜଣକ ପାଟି କରିବାରୁ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ବାଲିକୁଦା ମେଡିକାଲ ଆଣିଥିଲେ । ସେଠାରେ ଡାକ୍ତର  ପୂଜା ନାୟକକୁ ମୃତ ଘୋଷଣା କରିଥିଲେ । ଅନ୍ୟ ୨ ଜଣଙ୍କୁ ସେଠାରୁ ଜଗତସିଂହପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ପରେ ଦୁଇ ଭାଇ ଭଉଣୀ ଅମରେଶ ପରିଡ଼ା ଓ ଅନୁରାଧା ପରିଡ଼ାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଏମାନେ ଟିକ-ଟକ କରିବାକୁ ନଈ କୂଳକୁ ଯାଇଥିବା ଚର୍ଚ୍ଚା ହେଉଛି। ତେବେ ଘଟଣାର ତଦନ୍ତ କରୁଥିବା ବାଲିକୁଦା ଥାନା ଆଇଆଇସି ଏହାକୁ ଖଣ୍ଡନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story