ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ ନେଇ ସାଂଘାତିକ ଅଭିଯୋଗ ହୋଇଛି । ଏପରି ସମ୍ବେଦନଶୀଳ ଘଟଣା ୨ ଦିନ ପୂର୍ବେ ଶ୍ରୀମନ୍ଦିରରେ ଘଟିଥିବା ବେଳେ ଆଜି ଲୋକଲୋଚନକୁ ଆସିଛି। ଏହି ଘଟଣାରେ ପୁଲିସ୍‌ ସମ୍ପୃକ୍ତ ପୂଜକଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁଯାୟୀ, ପ୍ରାୟ ୨ ଦିନ ପୂର୍ବେ ପୁରୀ ବାହାରର ଜଣେ ନାବାଳିକା ନିଜ ପରିବାର ସହ ଶ୍ରୀମନ୍ଦିରକୁ ଆସିଥିଲେ। ଏହି ସମୟରେ ଶ୍ରୀମନ୍ଦିର ପରିସରରେ ଥିବା ବାମନ ମନ୍ଦିରରେ ଜଣେ […]

Misbehave

Misbehave

Niharika Rout
  • Published: Saturday, 09 October 2021
  • Updated: 09 October 2021, 02:43 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ ନେଇ ସାଂଘାତିକ ଅଭିଯୋଗ ହୋଇଛି । ଏପରି ସମ୍ବେଦନଶୀଳ ଘଟଣା ୨ ଦିନ ପୂର୍ବେ ଶ୍ରୀମନ୍ଦିରରେ ଘଟିଥିବା ବେଳେ ଆଜି ଲୋକଲୋଚନକୁ ଆସିଛି। ଏହି ଘଟଣାରେ ପୁଲିସ୍‌ ସମ୍ପୃକ୍ତ ପୂଜକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁଯାୟୀ, ପ୍ରାୟ ୨ ଦିନ ପୂର୍ବେ ପୁରୀ ବାହାରର ଜଣେ ନାବାଳିକା ନିଜ ପରିବାର ସହ ଶ୍ରୀମନ୍ଦିରକୁ ଆସିଥିଲେ। ଏହି ସମୟରେ ଶ୍ରୀମନ୍ଦିର ପରିସରରେ ଥିବା ବାମନ ମନ୍ଦିରରେ ଜଣେ ପୂଜକ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

ନାବାଳିକାଜଣଙ୍କ ଏନେଇ ପରିବାର ଲୋକଙ୍କୁ କହିବା ପରେ ପରିବାର ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ସିଡବ୍ଲ୍ୟୁସିରେ ନାବାଳିକାଙ୍କୁ କାଉନସେଲିଂ ପରେ ବୟାନ ରେକର୍ଡ କରାଯାଇଛି।  ପକ୍ସୋ ଆକ୍ଟରେ ମାମଲା ରୁଜୁ ସହ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story