ନାବାଳିକାକୁ ପୁଲିସ, ପ୍ରେମିକ, ସାବତ ବାପାର ଦୁଷ୍କର୍ମ !

ବୀରମିତ୍ରପୁର/ସୁନ୍ଦରଗଡ଼:(ଓଡ଼ିଶା ରିପୋର୍ଟର) ନାବାଳିକାଙ୍କୁ ଜବରଦସ୍ତ ଗର୍ଭପାତ । ପ୍ରଥମେ ବାରମ୍ବାର ବିଭିନ୍ନ ସମୟରେ ଦୁଷ୍କର୍ମ ପରେ ଜଣେ ନାବାଳିକାର ବେଆଇନ ଭାବେ ବାରମ୍ବାର ଗର୍ଭପାତ କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଏହି ଘଟଣାରେ ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବତ୍ସ ଜେନାଙ୍କ ଅଭିଯୋଗକ୍ରମେ  ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବତ୍ସ ଜେନାଙ୍କ ଅଭିଯୋଗକ୍ରମେ ରାଏବୋଗା ଥାନରେ ବୀରମିତ୍ରପୁର […]

790

790

Tapas Behera
  • Published: Wednesday, 24 June 2020
  • Updated: 24 June 2020, 04:42 PM IST

Sports

Latest News

ବୀରମିତ୍ରପୁର/ସୁନ୍ଦରଗଡ଼:(ଓଡ଼ିଶା ରିପୋର୍ଟର) ନାବାଳିକାଙ୍କୁ ଜବରଦସ୍ତ ଗର୍ଭପାତ । ପ୍ରଥମେ ବାରମ୍ବାର ବିଭିନ୍ନ ସମୟରେ ଦୁଷ୍କର୍ମ ପରେ ଜଣେ ନାବାଳିକାର ବେଆଇନ ଭାବେ ବାରମ୍ବାର ଗର୍ଭପାତ କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଏହି ଘଟଣାରେ ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବତ୍ସ ଜେନାଙ୍କ ଅଭିଯୋଗକ୍ରମେ  ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବତ୍ସ ଜେନାଙ୍କ ଅଭିଯୋଗକ୍ରମେ ରାଏବୋଗା ଥାନରେ ବୀରମିତ୍ରପୁର ଥାନାର ବଡ ବାବୁ, ଅନ୍ୟ ଜଣେ ପୁଲିସ ଓ ବୀରମିତ୍ରପୁର ସିଏଚ୍‌ସି ଡାକ୍ତର, ସାବତବାପା, ଦୁଇ ଜଣ ପ୍ରେମିକ  ଏମିତି ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ରାଏବୋଗା ପୁଲିସ କେଶ୍ 41/2020, ଧାରା 376 ( 2)ଏନ୍ / 376 (3)/313/6 ପସ୍କୋ ଆଇନରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି l ଏସ୍ପିଙ୍କ ନେତୃତ୍ୱରେ ୫ଜଣିଆ ଟିମ୍ ଗତକାଲି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ବିଶ୍ରା ଦିଶା ସ୍ଥିତ ଚାଇଲ୍ଡ ଲାଇନରେ ପହଂଚି ନାବାଳିକାଙ୍କୁ ପ୍ରାୟ ଅଢେଇ ଘଣ୍ଟା ଧରି ପଚାର ଉଚୁରା କରିଛି l ଆଜି ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ରା ନିଜେ ବୀରମିତ୍ରପୁର ଥାନାକୁ ଆସି ଘଟଣାର ତଦନ୍ତ କରୁଛନ୍ତି I

ଅଭିଯୋଗ ଅନୁଯାୟୀ, ବୀରମିତ୍ରପୁର ବସ୍‌ଷ୍ଟାଣ୍ଡରୁ ଗତ ମାର୍ଚ୍ଚ ୨୫ ତାରିଖରେ ଜଣେ ୧୩ ବର୍ଷର ନାବାଳିକାକୁ ଉଦ୍ଧାର କରାଯାଇଥିଲା। ତେବେ ସମ୍ପୃକ୍ତ ନାବାଳିକାଙ୍କୁ ଥାନାରେ ଦୁଷ୍କର୍ମ କରାଯାଇ ତାଙ୍କ ଆଇ ଘରେ ଛାଡ଼ି ଦିଆଯାଇ ଥିବା ଅଭିଯୋଗ ହୋଛି । ପୁଣିଥରେ ତାଙ୍କୁ ଡାକି ପୁଣି ଦୁଷ୍କର୍ମ କରାଯାଇଥିଲା। ନାବାଳିକା ଜଣଙ୍କର ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମା ଆଉ ଗୋଟିଏ ବିବାହ କରି ଉଭୟେ ଦିଲ୍ଲୀରେ ରହୁଥିଲେ। ପରେ ସମ୍ପୃକ୍ତ ନାବାଳିକାଙ୍କୁ ତାଙ୍କ ମା ଦିଲ୍ଲୀ ନେଇ ଯାଇଥିଲେ।

ସେଠାରେ ପୁଣି ତାଙ୍କ ସାବତ ବାପା ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ତାଙ୍କ ମା ନାବାଳିକାକୁ ଆଣି ନିଜ ଗାଁରେ ଛାଡ଼ି ଦେଇଥିଲେ। ଏଠାରେ ପୁଣିଥରେ ଦୁଇ ଜଣ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ନାବାଲିକାକୁ ୫ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ନାବାଳିକା ଗର୍ଭବତୀ ହେବା ପରେ ତାଙ୍କ ଗର୍ଭପାତ କରାଯାଇଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story