ତହସିଲ ଅଫିସରେ ମହିଳା କିରାଣିଙ୍କୁ  ଦୁର୍ବ୍ୟବହାର

ଭଦ୍ରକ(ଓଡିଶା ରିପୋର୍ଟର): “ ବଡବାବୁଙ୍କୁ ମନାକଲି। ହେଲେ ସେ ବାରମ୍ବାର ମୋ ଟେବୁଲ ପାଖକୁ ଆସିଲେ। ହାତରେ ଭରା ଦେଇ ମୋ ମୁହଁକୁ ଅନେଇ ଗାଲିଗୁଲଜ କଲେ। କହିଲେ ‘ମୁଁ ଦେଖିବି’, ବାରମ୍ବାର ଏମିତି କହିଲେ । ମୁଁ ପଚାରିଲି କ’ଣ ଦେଖିବେ ?  ହେଲେ ସେ ନିଆଁବାଣ ! ମୋ ଉପରେ ବର୍ଷିବାକୁ ଲାଗିଲା, ଯାଇଚ୍ଛା ତା ଗାଳିଦେଲ, ଯାହାକୁ ମୁଁ ମୁହଁରେ କହିପାରିବିନି। ଶେଷରେ ସ୍ଥିତି ଏମିତି ହେଲା ମତେ ସେ ଚପଲ ଉଠାଇ ବାଡେଇବାକୁ ଉଦ୍ୟମ କଲେ, ଆଉ କହିଲେ.....।”

ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲରେ କାର୍ଯ୍ୟରତ ମହିଳା କିରାଣିଙ୍କୁ  ଦୁବ୍ୟବହାର ପରେ ଗଣମାଧ୍ୟମ ଆଗରେ ଏମିତି ବକ୍ତବ୍ୟ ରଖିଛନ୍ତି ପୀଡିତା। ତହସିଲର ମୁଖ୍ୟ କିରାଣିଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିବା ମହିଳା କିରାଣି ଜଣକ ଗତକାଲି ଅଫିସରେ କାମ କରୁଥିବା ବେଳେ ମୁଖ୍ୟ କିରାଣି  ଖଗେନ୍ଦ୍ର ବଢେଇ ତାଙ୍କ ନିକଟୁ ଆସି ଏଭଳି ଦୁର୍ବ୍ୟବହାର କରିବା ସହ ଅଶାଳୀନ ଇଙ୍ଗିତ କରିଥିଲେ । ଏ ନେଇ ମହିଳା କିରାଣି ଜଣକ ତହସିଲଦାରଙ୍କୁ ଲେଖି ଜଣାଇବା ସହ ସ୍ଥାନୀୟ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି । ସେପଟେ ଏନେଇ କାର୍ଯ୍ୟାନୁଷ୍ଠାନ ପାଇଁ ତହସିଲଦାର ଅଭିଯୋଗ ପତ୍ରକୁ ଜିଲ୍ଲାପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି।

ଏପଟେ ଅଭିଯୁକ୍ତ ଖଗେନ୍ଦ୍ର କହିଛନ୍ତି ଯେ, “ମୁଁ ତାଙ୍କୁ ଏକ ଜରୁରୀ ଫାଇଲ ମାଗିବା ବେଳେ ସେ ମତେ ଦୁବ୍ୟବହାର କରିଥିଲେ। ଚପଲ ଉଠାଇ ମାଡ ମାରିବାକୁ ଚେଷ୍ଟା କରିଥିଲେ। ମୁଁ ତାଙ୍କୁ କୌଣସି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିନାହିଁ ।”

Ordigital Desk
• Published: Saturday, 17 February 2018
• Updated: 17 February 2018, 10:09 PM IST

Sports

Latest News

ଭଦ୍ରକ(ଓଡିଶା ରିପୋର୍ଟର): “ ବଡବାବୁଙ୍କୁ ମନାକଲି। ହେଲେ ସେ ବାରମ୍ବାର ମୋ ଟେବୁଲ ପାଖକୁ ଆସିଲେ। ହାତରେ ଭରା ଦେଇ ମୋ ମୁହଁକୁ ଅନେଇ ଗାଲିଗୁଲଜ କଲେ। କହିଲେ ‘ମୁଁ ଦେଖିବି’, ବାରମ୍ବାର ଏମିତି କହିଲେ । ମୁଁ ପଚାରିଲି କ’ଣ ଦେଖିବେ ?  ହେଲେ ସେ ନିଆଁବାଣ ! ମୋ ଉପରେ ବର୍ଷିବାକୁ ଲାଗିଲା, ଯାଇଚ୍ଛା ତା ଗାଳିଦେଲ, ଯାହାକୁ ମୁଁ ମୁହଁରେ କହିପାରିବିନି। ଶେଷରେ ସ୍ଥିତି ଏମିତି ହେଲା ମତେ ସେ ଚପଲ ଉଠାଇ ବାଡେଇବାକୁ ଉଦ୍ୟମ କଲେ, ଆଉ କହିଲେ.....।”

ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲରେ କାର୍ଯ୍ୟରତ ମହିଳା କିରାଣିଙ୍କୁ  ଦୁବ୍ୟବହାର ପରେ ଗଣମାଧ୍ୟମ ଆଗରେ ଏମିତି ବକ୍ତବ୍ୟ ରଖିଛନ୍ତି ପୀଡିତା। ତହସିଲର ମୁଖ୍ୟ କିରାଣିଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିବା ମହିଳା କିରାଣି ଜଣକ ଗତକାଲି ଅଫିସରେ କାମ କରୁଥିବା ବେଳେ ମୁଖ୍ୟ କିରାଣି  ଖଗେନ୍ଦ୍ର ବଢେଇ ତାଙ୍କ ନିକଟୁ ଆସି ଏଭଳି ଦୁର୍ବ୍ୟବହାର କରିବା ସହ ଅଶାଳୀନ ଇଙ୍ଗିତ କରିଥିଲେ । ଏ ନେଇ ମହିଳା କିରାଣି ଜଣକ ତହସିଲଦାରଙ୍କୁ ଲେଖି ଜଣାଇବା ସହ ସ୍ଥାନୀୟ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି । ସେପଟେ ଏନେଇ କାର୍ଯ୍ୟାନୁଷ୍ଠାନ ପାଇଁ ତହସିଲଦାର ଅଭିଯୋଗ ପତ୍ରକୁ ଜିଲ୍ଲାପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି।

ଏପଟେ ଅଭିଯୁକ୍ତ ଖଗେନ୍ଦ୍ର କହିଛନ୍ତି ଯେ, “ମୁଁ ତାଙ୍କୁ ଏକ ଜରୁରୀ ଫାଇଲ ମାଗିବା ବେଳେ ସେ ମତେ ଦୁବ୍ୟବହାର କରିଥିଲେ। ଚପଲ ଉଠାଇ ମାଡ ମାରିବାକୁ ଚେଷ୍ଟା କରିଥିଲେ। ମୁଁ ତାଙ୍କୁ କୌଣସି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିନାହିଁ ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos