୬ଟି ବାଇକ ଓ ୨ଟି କାର୍‌ ଜାଳି ଦେଲେ ଦୁର୍ବୃତ୍ତ

କଳାହାଣ୍ଡି(ଓଡ଼ିଶା ରିପୋର୍ଟର): ୫ଟି ବାଇକ, ଗୋଟିଏ ସ୍କୁଟି ଓ ୨ଟି କାର୍‌ ଜାଳି ଦେଲେ ଦୁର୍ବୃତ୍ତ। ଭବାନିପାଟଣାର ସହରର ଇରିଗେସନ କଲୋନିରେ ଘଟିଛି ଏଭଳି କିଛି ଅଘଟଣ। ଗତ ବିଳମ୍ବିତ ରାତିରେ କଲୋନିର ରୋଶନ ପାଣ୍ଡେ ନାମକ ବ୍ୟକ୍ତିଙ୍କ ପାର୍କିଂରେ ଥିବା ୫ଟି ବାଇକ, ଗୋଟିଏ ସ୍କୁଟି ଓ ୨ଟି କାର ଜାଳି ଦେଇଛନ୍ତି ଦୁର୍ବୃତ୍ତ। ପାର୍କିଂ ରେ ଥିବା ଗାଡି ମାନଙ୍କୁ ନିଆଁ ଲଗାଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଏ ନେଇ ରାତିରେ ଘର ମାଲିକ […]

torch-6-motorcycles

torch-6-motorcycles

Madhupriya Mistry
  • Published: Wednesday, 28 September 2022
  • Updated: 28 September 2022, 12:03 PM IST

Sports

Latest News

କଳାହାଣ୍ଡି(ଓଡ଼ିଶା ରିପୋର୍ଟର): ୫ଟି ବାଇକ, ଗୋଟିଏ ସ୍କୁଟି ଓ ୨ଟି କାର୍‌ ଜାଳି ଦେଲେ ଦୁର୍ବୃତ୍ତ। ଭବାନିପାଟଣାର ସହରର ଇରିଗେସନ କଲୋନିରେ ଘଟିଛି ଏଭଳି କିଛି ଅଘଟଣ।

ଗତ ବିଳମ୍ବିତ ରାତିରେ କଲୋନିର ରୋଶନ ପାଣ୍ଡେ ନାମକ ବ୍ୟକ୍ତିଙ୍କ ପାର୍କିଂରେ ଥିବା ୫ଟି ବାଇକ, ଗୋଟିଏ ସ୍କୁଟି ଓ ୨ଟି କାର ଜାଳି ଦେଇଛନ୍ତି ଦୁର୍ବୃତ୍ତ। ପାର୍କିଂ ରେ ଥିବା ଗାଡି ମାନଙ୍କୁ ନିଆଁ ଲଗାଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି।

ଏ ନେଇ ରାତିରେ ଘର ମାଲିକ ଜାଣିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇଥିଲେ ବି ସବୁ ଜଳିଯାଇଛି। ଏନେଇ ଘର ମାଲିକ ରୋଶନ ପାଣ୍ଡେ ଭବାନିପାଟଣା ଟାଉନ ଥାନାରେ ଏକ ମାମଲା ରୁଜୁ କରିଛନ୍ତି।

ସେପଟେ  ଦୁର୍ବୃତ୍ତମାନେ ଘରେ ଲାଗିଥିବା ସିସିଟିଭିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ଭବାନିପାଟଣା ଥାନା ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି। କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇଲେ ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story