ଶାବଳରେ ଏଟିଏମ୍‌ ତାଡ଼ି ଦେଲେ, ଟଙ୍କା ନେଇ ଗଲେ  

<p>ରାଉରକେଲା(ଓଡ଼ିଶା ରିପୋର୍ଟର): କିଛି ଦିନର ବ୍ୟବଧାନ ପରେ ପୁଣି ରାଉରକେଲାରେ ଏଟିଏମ୍ ଲୁଟେରା ସକ୍ରିୟ ହୋଇ ଉଠିଛନ୍ତି। ଗତକାଲି ବିଳମ୍ବିତ ରାତିରେ ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଡୁମେର୍ତାରେ ଥିବା ଏସବିଆଇ ଏଟିଏମ୍ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏଟିଏମରେ କେତେ ଟଙ୍କା ଥିଲା ସ୍ପଷ୍ଟ ହୋଇ ନାହିଁ। ପୋଲିସ, ସାଇଣ୍ଟିଫିକ୍ ଟିମ୍ ଓ ବ୍ୟାଙ୍କ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।</p> <p>ଗତକାଲି ବିଳମ୍ବିତ ରାତିରେ ଲୁଟେରାମାନେ ଏଟିଏମ୍&zwnj; ଭାଙ୍ଗିବା ପାଇଁ&nbsp; ଜଣଙ୍କ ଘରୁ ଶାବଳ ଆଣିଥିଲେ। ଶାବଳ ସାହାଯ୍ୟରେ ଏଟିଏମ୍ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ।</p>

Ordigital Desk
  • Published: Saturday, 20 January 2018
  • Updated: 20 January 2018, 12:11 PM IST

Sports

Latest News

<p>ରାଉରକେଲା(ଓଡ଼ିଶା ରିପୋର୍ଟର): କିଛି ଦିନର ବ୍ୟବଧାନ ପରେ ପୁଣି ରାଉରକେଲାରେ ଏଟିଏମ୍ ଲୁଟେରା ସକ୍ରିୟ ହୋଇ ଉଠିଛନ୍ତି। ଗତକାଲି ବିଳମ୍ବିତ ରାତିରେ ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଡୁମେର୍ତାରେ ଥିବା ଏସବିଆଇ ଏଟିଏମ୍ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏଟିଏମରେ କେତେ ଟଙ୍କା ଥିଲା ସ୍ପଷ୍ଟ ହୋଇ ନାହିଁ। ପୋଲିସ, ସାଇଣ୍ଟିଫିକ୍ ଟିମ୍ ଓ ବ୍ୟାଙ୍କ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।</p><p>ଗତକାଲି ବିଳମ୍ବିତ ରାତିରେ ଲୁଟେରାମାନେ ଏଟିଏମ୍&zwnj; ଭାଙ୍ଗିବା ପାଇଁ&nbsp; ଜଣଙ୍କ ଘରୁ ଶାବଳ ଆଣିଥିଲେ। ଶାବଳ ସାହାଯ୍ୟରେ ଏଟିଏମ୍ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos