ବ୍ରହ୍ମଗିରି କଲେଜରେ ବୋମାମାଡ଼, ଗୋଟିଏ ବୋମା ଉଦ୍ଧାର

Ordigital Desk
  • Published: Saturday, 16 September 2017
  • , Updated: 16 September 2017, 12:18 PM IST
<p>ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରିର ଅଲାରନାଥ ଧନ୍ଦାମୂଳକ କଲେଜରେ ବୋମାମାଡ଼ ହୋଇଛି। କଲେଜ ପାଚେରିକୁ ଲକ୍ଷ୍ୟ କରି ଦୁର୍ବୃତ୍ତମାନେ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି। ନିର୍ବାଚନୀ ହିଂସାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି। କଲେଜ ପରିସରରୁ ଗୋଟିଏ ବୋମା ଉଦ୍ଧାର କରାଯାଇଛି। କଲେଜ କ୍ୟାମ୍ପସରେ ପୋଲିସ୍ ମୁତୟନ କରାଯାଇଛି।</p>

Related story