ଦୋକାନୀଙ୍କୁ ହାଣି ୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ଭୁଜାଲିରେ ହାଣି ଜଣେ ଔଷଧ ଦୋକାନୀଙ୍କଠୁ ୫ ଲକ୍ଷ ଟଙ୍କା  ଦୁର୍ବୃତ୍ତମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ।  ଗୁରୁତର ଅବସ୍ଥାରେ ଦୋକାନୀଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ଭୋଗରାଇ ଖଳାଗଡ଼ଇା ରାସ୍ତାରେ ଦୋକାନୀ ଜଣକ ଗତକାଲି ବାଇକରେ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଭୁଜାଲିରେ ହାଣି ତାଙ୍କ ଠାରୁ ଟଙ୍କାସହ ବାଇକ, ସୁନା ଚେନ ଓ ମୁଦି ଲୁଟିନେଇଥିଲେ।

Ordigital Desk
• Published: Wednesday, 21 February 2018
• Updated: 21 February 2018, 09:51 AM IST

Sports

Latest News

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ଭୁଜାଲିରେ ହାଣି ଜଣେ ଔଷଧ ଦୋକାନୀଙ୍କଠୁ ୫ ଲକ୍ଷ ଟଙ୍କା  ଦୁର୍ବୃତ୍ତମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ।  ଗୁରୁତର ଅବସ୍ଥାରେ ଦୋକାନୀଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ଭୋଗରାଇ ଖଳାଗଡ଼ଇା ରାସ୍ତାରେ ଦୋକାନୀ ଜଣକ ଗତକାଲି ବାଇକରେ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଭୁଜାଲିରେ ହାଣି ତାଙ୍କ ଠାରୁ ଟଙ୍କାସହ ବାଇକ, ସୁନା ଚେନ ଓ ମୁଦି ଲୁଟିନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos