ଆଖୁ ଦେବାକୁ ମନା କରିବାରୁ ଗୁଳି ଖାଇଲେ ଆଖୁ ଚାଷୀ

ବଲାଙ୍ଗିର(ଘଟେଶ୍ୱର ମିଶ୍ର):ସାମାନ୍ୟ ବଚ୍‌ସାରୁ ଗୁଳିକାଣ୍ଡ। ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ସମରା ଗାଁର ୬୦ ବର୍ଷୀୟ ଆଖୁ ଚାଷୀ ମଂଗଳୁ ସେଠଙ୍କୁ ଗୁଳିମାଡ ହୋଇଛି। ବୃଦ୍ଧ ଜଣକ ଆଖୁ କିଆରିକୁ ଜଗିଥିବା ସମୟରେ ଚାରି ଜଣ ଯୁବକ ହଠାତ ଆଖୁ ଖାଇବା ପାଇଁ ଉଦ୍ୟମ କରିଥିଲେ । ହେଲେ ପରମ୍ପରା ମୁତାବକ ପୂଜାପାଠ ହୋଇ ନଥିବାରୁ ଆଖୁ କାଟିବାକୁ ବାରଣ କରିଥିଲେ ବୃଦ୍ଧ। ଆଖୁ ଚାଷୀ ମଂଗଳୁଙ୍କର ଯୁକ୍ତି ଥିଲା ଯେ, ପ୍ରଥମେ ପୂଜା ପରେ ଆଖୁ […]

708

708

Tapas Behera
  • Published: Wednesday, 13 February 2019
  • Updated: 13 February 2019, 02:26 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର):ସାମାନ୍ୟ ବଚ୍‌ସାରୁ ଗୁଳିକାଣ୍ଡ। ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ସମରା ଗାଁର ୬୦ ବର୍ଷୀୟ ଆଖୁ ଚାଷୀ ମଂଗଳୁ ସେଠଙ୍କୁ ଗୁଳିମାଡ ହୋଇଛି। ବୃଦ୍ଧ ଜଣକ ଆଖୁ କିଆରିକୁ ଜଗିଥିବା ସମୟରେ ଚାରି ଜଣ ଯୁବକ ହଠାତ ଆଖୁ ଖାଇବା ପାଇଁ ଉଦ୍ୟମ କରିଥିଲେ ।

ହେଲେ ପରମ୍ପରା ମୁତାବକ ପୂଜାପାଠ ହୋଇ ନଥିବାରୁ ଆଖୁ କାଟିବାକୁ ବାରଣ କରିଥିଲେ ବୃଦ୍ଧ। ଆଖୁ ଚାଷୀ ମଂଗଳୁଙ୍କର ଯୁକ୍ତି ଥିଲା ଯେ, ପ୍ରଥମେ ପୂଜା ପରେ ଆଖୁ କିଆରିରୁ ଆଖୁ ଖାଇବା ପାଇଁ କିମ୍ବା ଅନ୍ୟ କାମରେ ବ୍ୟବହାର କରାଯାଇଥାଏ। ତେଣୁ ପୂଜାପାଠ କରାଯାଇ ନଥିବାରୁ ମଂଗଳୁ ଆଖୁ ଖାଇବା ପାଇଁ ଯୁବକ ମାନଙ୍କୁ ମନା କରିଥିଲେ। ଏହା ପରେ ଯୁବକମାନେ ମଂଗଳୁଙ୍କ ସହିତ ପାଟିତୁଣ୍ଡି କରିଥିଲେ। ହଠାତ୍‌ ଆକାଶ ପାଣିଗ୍ରାହୀ ନାମକ ଜଣେ ଯୁବକ ପକ୍ଷୀମରା ବନ୍ଧୁକରେ ମଂଗଳୁଙ୍କ ଉପରେ ଗୁଳି ଚାଳନା କରିଥିଲେ। ମଂଗଳୁଙ୍କ ଡାହାଣ ଗୋଡର ଜଂଘ ପାଖରେ ଗୁଳି ବାଜିଥିଲା।

ଗୁଳିମାରି ଯୁବକ ମାନେ ଫେରାର ହୋଇଯାଇଥିଲେ। ପରିବାର ଲୋକେ ମଂଗଳୁଙ୍କୁ ପ୍ରଥମେ ତୁଷୁରା ହସ୍‌ପିପଟାଲ ଏବଂ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା ଗୁଳି ଗୋଡରେ ରହିଯାଇଥିବାରୁ ଅଧିକ ଚିକିତ୍ସା ପାଇଁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି।  ତୁଷୁରା ପୋଲିସ ସଂପୃକ୍ତ ଯୁବକ ମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି  କିନ୍ତୁ ଏ ସଂର୍ପକରେ ପୁଲିସର ମତାମତ ମିଳିପାରିନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story