କଥାରେ ରହୁନି ତାଳମେଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଭର୍ନର ହାଉସ ନିକଟ ପେଟ୍ରୋଲ ପମ୍ପ ଅଞ୍ଚଳ ଏବେ ବିପଦମୁକ୍ତ ବୋଲି ଆଜି ସକାଳେ  ଟ୍ୱିଟ କରିଥିଲେ ଅଗ୍ନିଶମ ଡିଜି । ହେଲେ  ବର୍ତ୍ତମାନ ପର୍ଯ୍ୟନ୍ତ ଟାଙ୍କିରୁ ତେଲ ସମ୍ପୂର୍ଣ୍ଣ ବାହାର କରାଯାଇନଥିବାରୁ ସମ୍ପୃକ୍ତ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା କହିଛନ୍ତି ପୁଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ।  ଏକ ସ୍ପର୍ଶକାତର ଘଟଣାକୁ ନେଇ ୨ ବରିଷ୍ଠ ଅଧିକାରୀଙ୍କ ମନ୍ତବ୍ୟ ତାଳ ଖାଉ  ନ ଥିବା ବେଳେ କାହାକୁ ବିଶ୍ୱାସ କରିବେ ଜାଣି ପାରୁ ନାହାନ୍ତି […]

dg

dg

Niharika Rout
  • Published: Thursday, 08 October 2020
  • Updated: 08 October 2020, 12:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଭର୍ନର ହାଉସ ନିକଟ ପେଟ୍ରୋଲ ପମ୍ପ ଅଞ୍ଚଳ ଏବେ ବିପଦମୁକ୍ତ ବୋଲି ଆଜି ସକାଳେ  ଟ୍ୱିଟ କରିଥିଲେ ଅଗ୍ନିଶମ ଡିଜି । ହେଲେ  ବର୍ତ୍ତମାନ ପର୍ଯ୍ୟନ୍ତ ଟାଙ୍କିରୁ ତେଲ ସମ୍ପୂର୍ଣ୍ଣ ବାହାର କରାଯାଇନଥିବାରୁ ସମ୍ପୃକ୍ତ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା କହିଛନ୍ତି ପୁଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ।  ଏକ ସ୍ପର୍ଶକାତର ଘଟଣାକୁ ନେଇ ୨ ବରିଷ୍ଠ ଅଧିକାରୀଙ୍କ ମନ୍ତବ୍ୟ ତାଳ ଖାଉ  ନ ଥିବା ବେଳେ କାହାକୁ ବିଶ୍ୱାସ କରିବେ ଜାଣି ପାରୁ ନାହାନ୍ତି ସାଧାରଣ ଲୋକ।

ପୁଲିସ୍‌ କମିଶନର ଦେଇଥିବା ସୂଚନା ଅନୁଯାୟୀ,  ଗତକାଲି ଗଭର୍ନର ହାଉସ ନିକଟ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ପରେ  ପ୍ରାଥମିକତା ଭିତ୍ତିରେ  ପେଟ୍ରୋଲ ପମ୍ପରୁ ତେଲ ବାହାର କରାଯାଉଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତେଲ ସମ୍ପୂର୍ଣ୍ଣ ବାହାର କରାଯାଇନଥିବାରୁ ସମ୍ପୃକ୍ତ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଫଳରେ ରାଜଭବନ ପାଖ ପେଟ୍ରୋଲ ପମ୍ପ୍ ରାସ୍ତାରେ ଯାତାୟାତ କଟକଣା ରହିଛି ।  ସ୍ଥାନ ସୁରକ୍ଷିତ ଘୋଷଣା ନ ହେବା ପର୍ଯ୍ୟନ୍ତ  ଟ୍ରାଫିକ କଟକଣା ଲାଗି ରହିବ ।

ଅପରାହ୍ନ ୨ଟା ସୁଦ୍ଧା ଅପରେସନ ଶେଷ ହେବା ନେଇ ଆଶା କରାଯାଉଛି।  ଟ୍ୟାଙ୍କରରୁ ଗ୍ୟାସ କଢ଼ାଯିବା କାର୍ଯ୍ୟ ଶେଷ ହୋଇଛି । କିନ୍ତୁ ଟାଙ୍କିରୁ ପେଟ୍ରୋଲ ଓ ଡିଜେଲ କଢ଼ାଯିବା କାର୍ଯ୍ୟ ଜାରି ରହିଛି ବୋଲି କହିଛନ୍ତି ପୁଲିସ୍‌ କମିଶନର।

ଅପରପକ୍ଷେ, ଆଜି ସକାଳେ ଅଗ୍ନିଶମ ଡିଜି ଟ୍ୱିଟ କରି କହିଥିଲେ,  ଉକ୍ତ ପେଟ୍ରୋଲ ପମ୍ପରେ  ଥିବା ଟ୍ୟାଙ୍କରରୁ ଏଲ୍‌ପିଜି ଗ୍ୟାସ ବାହାର କରାଯାଇଛି । ଏହା ପରେ ସଂପୃକ୍ତ ଅଞ୍ଚଳକୁ ବିପଦମୁକ୍ତ ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ, ରାଜଭବନ ନିକଟ IOCL ପେଟ୍ରୋଲ ପମ୍ପରେ ହୋଇଥିବା ଏହି ଅଘଟଣରେ ପୁରା ପେଟ୍ରୋଲ୍ ପମ୍ପ ଛାରଖାର ହୋଇଯିବା ସହିତ ପ୍ରାୟ ଅଧ କିଲୋମିଟର ପରିଧିରେ ଥିବା ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଥିଲା । ଏପରିକି ରାଜଭବନର କିଛି ଝରକା ମଧ୍ୟ ଭାଙ୍ଗି ଯାଇଥିଲା ।

ଏହି ଘଟଣାରେ ୯ ଜଣ ଆହତ ହୋଇଥିବା ବେଳେ ୨ ଗୁରୁତର କଟକ ବଡ଼ ମେଡିକାଲେ ଚିକିତ୍ସିତ ହେଉଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story