ନିଖୋଜ ବୋଟ୍‌ର ମିଳିଲା ପତ୍ତା, ୧୩ ମତ୍ସ୍ୟଜୀବୀ ସୁରକ୍ଷିତ

ପାରାଦୀପ(ଓଡ଼ିଶା ରିପୋର୍ଟର):  ୫ଦିନ ହେଲା ଗଭୀର ସମୁଦ୍ରରେ ନିଖୋଜ ଥିବା ୨ବୋଟ୍‌ ସହ ଯୋଗଯୋଗ ହୋଇପାରିଛି। ସେଥିରେ ଥିବା୧୩ ଜଣ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଅଛନ୍ତି। ସେମାନେ ଏବେ ପାରାଦୀପରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅଛନ୍ତି। କିଛି ସମୟ ପରେ ସେମାନେ ଉପକୂଳରେ ପହଞ୍ଚିବେ। ଆଜି ଏହି ସୂଚନା ଦେଇଛନ୍ତି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି ଶ୍ରୀକାନ୍ତ ପରିଡ଼ା। ସେ କହିଛନ୍ତି,  କିଛି ସମୟ ପୂର୍ବରୁ ସେମାନଙ୍କ ସହିତ ସଂଯୋଗ ସ୍ଥାପନ ହୋଇଥିଲା। ସମୁଦ୍ରରେ […]

boat

boat

Tapaswini Nayak
  • Published: Monday, 16 January 2023
  • Updated: 16 January 2023, 12:56 PM IST

Sports

Latest News

ପାରାଦୀପ(ଓଡ଼ିଶା ରିପୋର୍ଟର):  ୫ଦିନ ହେଲା ଗଭୀର ସମୁଦ୍ରରେ ନିଖୋଜ ଥିବା ୨ବୋଟ୍‌ ସହ ଯୋଗଯୋଗ ହୋଇପାରିଛି। ସେଥିରେ ଥିବା୧୩ ଜଣ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଅଛନ୍ତି। ସେମାନେ ଏବେ ପାରାଦୀପରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅଛନ୍ତି। କିଛି ସମୟ ପରେ ସେମାନେ ଉପକୂଳରେ ପହଞ୍ଚିବେ। ଆଜି ଏହି ସୂଚନା ଦେଇଛନ୍ତି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି ଶ୍ରୀକାନ୍ତ ପରିଡ଼ା।

ସେ କହିଛନ୍ତି,  କିଛି ସମୟ ପୂର୍ବରୁ ସେମାନଙ୍କ ସହିତ ସଂଯୋଗ ସ୍ଥାପନ ହୋଇଥିଲା। ସମୁଦ୍ରରେ ନେଟୱର୍କ ଠିକ୍ ନ ଥିବାରୁ ସେମାନଙ୍କ କଥା ଭଲରେ ଶୁଣାଯାଉନଥିଲା। ଆଗରୁ ମଧ୍ୟ ସମୁଦ୍ରରେ ନେଟୱର୍କ ଠିକ ନ ଥିବାରୁ  ସେମାନଙ୍କ ସହ ଯୋଗାଯୋଗ କରିବା ସମ୍ଭବ ହେଉ ନଥିଲା ବୋଲି ଆମେ ଭାବୁଛୁ। ପାରାଦୀପର ଉତ୍ତରକୁ ପ୍ରାୟ ୯୦ ନଟିକାଲ ମାଇଲ୍ ଦୂରରେ ବାଂଲାଦେଶ ଉପକୂଳରେ ସେମାନେ ଥିଲେ। ସେମାନେ ସମସ୍ତେ ଫେରିବା ପରେ ହିଁ ସବୁ କଥା ସ୍ପଷ୍ଟ ହେବ ବୋଲି  ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି କହିଛନ୍ତି।

ନିଖୋଜ ଥିବା ୧୩ ମତ୍ସ୍ୟଜୀବୀ ମାଛ ମାରିବାକୁ ଯାଇନଥିଲେ। ଏକ ଘରୋଇ କମ୍ପାନୀ ଭଡ଼ାରେ ୨ଟି ବୋଟ୍ ନେଇଥିଲା  ବୋଲି  ସୂଚନା ମିଳିଛି। ଏନେଇ ବୋଟ୍‌ ମାଲିକଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।

ସୂଚନାଯୋଗ୍ୟ, ୫ଦିନ ତଳେ କିନାରା ଓ ଦେବୀ ଲକ୍ଷ୍ମୀ ନାମକ ମାଛ ଧରା ବୋଟ୍‌ ପାରାଦୀପରୁ ଗଭୀର ସମୁଦ୍ର ଅଭିମୁଖେ ଯାଇଥିଲେ। ବୋଟ୍‌ ୨ଟି ଗଭୀର ସମୁଦ୍ର ଭିତରକୁ ଯିବା ପରେ କୌଣସି ଯୋଗାଯୋଗ ହୋଇପାରି ନଥିଲା। ଏଥିପାଇଁ ବୋଟ୍‌ ମାଲିକ ଚିନ୍ତିତ ହୋଇ ପଡ଼ିଥିଲେ।  ଏନେଇ  କୁଜଙ୍ଗ ସାମୁଦ୍ରିକ ମତ୍ସ୍ୟ ଅଧିକାରୀଙ୍କ ସହାୟତା ଲୋଡ଼ିଥିଲେ।  ଆଜି ସକାଳେ  ନିଖୋଜ ଥିବା ବୋଟ୍‌ ସହ ଯୋଗାଯୋଗ ହୋଇଥିଲା ବୋଲି ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି ଶ୍ରୀକାନ୍ତ ପରିଡ଼ା ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story