ବିଧାୟକ ମୋକିମଙ୍କୁ କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ କରୋନା। ଏନେଇ ସେ ତାଙ୍କ ସୋଶାଲ ମିଡିଆରେ ଜଣାଇଛନ୍ତି। ଏବେ ସେ  ହୋମ ଆଇସୋଲେସନରେ ଥିବା ଜଣାଇଛନ୍ତି। ଏଥିସହ ତାଙ୍କ  ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ପରୀକ୍ଷା କରାଇନେବାକୁ ସେ ପରାମର୍ଶ ଦେଲେ।

mokim

Tapas Behera
  • Published: Tuesday, 06 October 2020
  • , Updated: 06 October 2020, 04:30 PM IST

Related story