ଖୁବ୍‌ଶୀଘ୍ର ଓଡ଼ିଶା ଫେରିବେ ପ୍ରଭାତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ଦିଲ୍ଲୀ ସ୍ଥିତ ଇଣ୍ଡିଆନ୍‌ ସ୍ପାଇନାଲ୍‌ ଇଞ୍ଜୁରୀ ସେଣ୍ଟରରୁ ଡିସଚାର୍ଜ ହୋଇଛନ୍ତି।  ୨୩ ଦିନ ପରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଡିସଚାର୍ଜ ହେବା ପରେ ପ୍ରଭାତ ବିଶ୍ୱାଳ କହିଛନ୍ତି,“ ଏବେ ଦେହ ଭଲ ଲାଗୁଛି। କିଛି ଦିନ ପରେ ଓଡ଼ିଶା ଫେରିବି।”

cuttack

Rakesh Mallick
  • Published: Sunday, 29 July 2018
  • , Updated: 29 July 2018, 12:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ଦିଲ୍ଲୀ ସ୍ଥିତ ଇଣ୍ଡିଆନ୍‌ ସ୍ପାଇନାଲ୍‌ ଇଞ୍ଜୁରୀ ସେଣ୍ଟରରୁ ଡିସଚାର୍ଜ ହୋଇଛନ୍ତି।  ୨୩ ଦିନ ପରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।

ଡିସଚାର୍ଜ ହେବା ପରେ ପ୍ରଭାତ ବିଶ୍ୱାଳ କହିଛନ୍ତି,“ ଏବେ ଦେହ ଭଲ ଲାଗୁଛି। କିଛି ଦିନ ପରେ ଓଡ଼ିଶା ଫେରିବି।”

Related story