ମାଲକାନଗିରି ହେଲା କରୋନା ମୁକ୍ତ

ମାଲକାନଗିରି(ଓଡ଼ିଶା ରିପୋର୍ଟର):  କରୋନାମୁକ୍ତ ହେଲା ମାଲକାନଗିରି ଜିଲ୍ଲା । ଜିଲ୍ଲାର ସମସ୍ତ ୨୧ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଏହି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତି ପାଇଥିବା ଜଣାଇଛନ୍ତି ଜିଲ୍ଲାପାଳ।   2 more # COVID 19 patients have recovered & have been discharged. Here is the snapshot Total positive cases-21 Recovered-21 Total active cases–Nil District Administration Malkangiri — COLLECTOR […]

coronavirus-shutter-3

coronavirus-shutter-3

Niharika Rout
  • Published: Monday, 08 June 2020
  • Updated: 08 June 2020, 12:03 PM IST

Sports

Latest News

ମାଲକାନଗିରି(ଓଡ଼ିଶା ରିପୋର୍ଟର):  କରୋନାମୁକ୍ତ ହେଲା ମାଲକାନଗିରି ଜିଲ୍ଲା । ଜିଲ୍ଲାର ସମସ୍ତ ୨୧ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଏହି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତି ପାଇଥିବା ଜଣାଇଛନ୍ତି ଜିଲ୍ଲାପାଳ।

 

ପୂର୍ବରୁ କରୋନାରେ ଆକ୍ରାନ୍ତ ୧୯ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଏବେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪ରେ ପହଞ୍ଚିଲାଣି। ସେମାନଙ୍କ ମଧ୍ୟରୁ ୧୮୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦୮୯ଜଣ ଚିକିତ୍ସାଧୀନ ଅଛନ୍ତି। ୯ ଜଣଙ୍କ ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos