ଏପ୍ରିଲ ପହିଲାରୁ ପୁରୀ ସହରର ଦୁଇଟି ରୁଟ୍‌ରେ ଚାଲିବ ‘ମୋ ବସ୍‌’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୀ ସହର ମଧ୍ୟରେ ଚାଲିବ ‘ମୋ ବସ୍‌’। ଏପ୍ରିଲ୍‌ ୧ ତାରିଖରୁ ପୁରୀ ସହରରେ ‘ମୋ ବସ୍’ ଚଲାଇବା ପାଇଁ ଘୋଷଣା କରିଛନ୍ତି କ୍ୟାପିଟାଲ୍ ରିଜିଅନ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌) କର୍ତ୍ତୃପକ୍ଷ। ପ୍ରଥମେ ସହରର ଦୁଇଟି ରୁଟ୍‌- ୫୨ ଓ ୫୩ ରେ ଗଡ଼ିବ ‘ମୋ ବସ୍’। ରୁଟ୍‌ ନମ୍ବର ୫୨ ଅର୍ଥାତ୍ ପୁରୀ ବସ୍‌ଷ୍ଟାଣ୍ଡ ଓ ଲାଇଟ୍ ହାଉସ୍ ମଧ୍ୟରେ ମୋ ବସ୍ ଚାଲିବ। ପୁରୀ ବସ୍‌ଷ୍ଟାଣ୍ଡରୁ ମୋ ବସ୍ ବାହାରି […]

Mo-Bus

Mo-Bus

Jitendra Garnayak
  • Published: Tuesday, 29 March 2022
  • Updated: 29 March 2022, 05:10 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୀ ସହର ମଧ୍ୟରେ ଚାଲିବ ‘ମୋ ବସ୍‌’। ଏପ୍ରିଲ୍‌ ୧ ତାରିଖରୁ ପୁରୀ ସହରରେ ‘ମୋ ବସ୍’ ଚଲାଇବା ପାଇଁ ଘୋଷଣା କରିଛନ୍ତି କ୍ୟାପିଟାଲ୍ ରିଜିଅନ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌) କର୍ତ୍ତୃପକ୍ଷ।

ପ୍ରଥମେ ସହରର ଦୁଇଟି ରୁଟ୍‌- ୫୨ ଓ ୫୩ ରେ ଗଡ଼ିବ ‘ମୋ ବସ୍’। ରୁଟ୍‌ ନମ୍ବର ୫୨ ଅର୍ଥାତ୍ ପୁରୀ ବସ୍‌ଷ୍ଟାଣ୍ଡ ଓ ଲାଇଟ୍ ହାଉସ୍ ମଧ୍ୟରେ ମୋ ବସ୍ ଚାଲିବ। ପୁରୀ ବସ୍‌ଷ୍ଟାଣ୍ଡରୁ ମୋ ବସ୍ ବାହାରି ପୁରୀ ରେଳ ଷ୍ଟେସନ୍‌, ଜିଲ୍ଲା ସ୍କୁଲ୍‌, ଟୁରିଷ୍ଟ୍ ଅଫିସ୍ ସି ବିଚ୍ ରୋଡ୍‌, ଚୈତନ୍ୟ ସ୍କୋୟାର ଓ ସ୍ୱର୍ଗଦ୍ୱାର ଦେଇ ଲାଇଟ୍ ହାଉସ୍‌ରେ ପହଞ୍ଚିବ। ସେହିଭଳି ଲାଇଟ୍‌ ହାଉସ୍‌ର ଯେଉଁ ବସ୍ ବାହାରିବ ତାହା ଏହି ସବୁ ସ୍ଥାନ ଦେଇ ପୁରୀ ବସ୍‌ଷ୍ଟାଣ୍ଡରେ ପହଞ୍ଚିବ।

ସେହିଭଳି ରୁଟ୍ ନମ୍ବର ୫୩ ମାଳତୀପାଟପୁର ବସ୍‌ଷ୍ଟାଣ୍ଡ ଓ ପୁରୀ ବସ୍‌ଷ୍ଟାଣ୍ଡ ମଧ୍ୟରେ ଯୋଗାଯୋଗ କରିବ। ମାଳତୀପାଟପୁର ବସ୍‌ଷ୍ଟାଣ୍ଡରୁ ମୋ ବସ୍ ବାହାରି ବୀରହରେକୃଷ୍ଣପୁର, ବାଟ ମଙ୍ଗଳା ମନ୍ଦିର, ଅଠରନଳା ଓ ମାଟିଆପଡ଼ା ସ୍କୋୟାର ଦେଇ ପୁରୀ ବସ୍‌ଷ୍ଟାଣ୍ଡରେ ପହଞ୍ଚିବ। ସେହିପରି ପୁରୀ ବସ୍‌ଷ୍ଟାଣ୍ଡରୁ ମୋ ବସ୍ ବାହାରି ଏହି ସବୁ ସ୍ଥାନ ଦେଇ ମାଳତୀପାଟପୁର ବସ୍‌ଷ୍ଟାଣ୍ଡରେ ପହଞ୍ଚିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story