ମୋବାଇଲ ଫାଟିଗଲା, ଭଗବାନ ମତେ ବଞ୍ଚାଇ ଦେଲେ

ପୁରୀ(ଓଡ଼ିଶା ରିପୋର୍ଟର): ଅନଲାଇନ୍‌ରେ ପାଠ ପଢ଼ୁଥିଲା ବେଳେ ହଠାତ୍‌ ମୋବାଇଲରେ ହେଲା ବିସ୍ଫୋରଣ। ତେବେ ଏଥିରୁ ଛାତ୍ରୀ ଜଣକ ବଡ଼ ଦୁର୍ଘଟଣାରୁ ସୌଭାଗ୍ୟବଶତଃ ବର୍ତ୍ତି ଗଲେ। ଏମିତି ଏକ ଘଟଣା ଘଟିଛି ପୁରୀ ବାଲିଘାଇ ଅଞ୍ଚଳ ଆଦର୍ଶ ନଗର ଅଞ୍ଚଳରେ। ଉକ୍ତ ଅଞ୍ଚଳର ବିଦ୍ୟାଧର ପଲାଇଙ୍କ ଝିଅ ରୁପସା ପଲାଇ କେନ୍ଦ୍ରୀୟ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢ଼ନ୍ତି। କରୋନା କଟକଣା ଯୋଗୁ ଏବେ ଅନଲାଇନ୍‌ରେ ଶିକ୍ଷାଦାନ କରାଯାଉଛି। ଆଜି ମୋବାଇଲରେ ପାଠ ପଢ଼ୁଥିଲେ ରୁପସା। ତେବେ ହଠାତ୍‌ […]

650

650

Tapas Behera
  • Published: Tuesday, 28 July 2020
  • Updated: 28 July 2020, 06:35 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଅନଲାଇନ୍‌ରେ ପାଠ ପଢ଼ୁଥିଲା ବେଳେ ହଠାତ୍‌ ମୋବାଇଲରେ ହେଲା ବିସ୍ଫୋରଣ। ତେବେ ଏଥିରୁ ଛାତ୍ରୀ ଜଣକ ବଡ଼ ଦୁର୍ଘଟଣାରୁ ସୌଭାଗ୍ୟବଶତଃ ବର୍ତ୍ତି ଗଲେ। ଏମିତି ଏକ ଘଟଣା ଘଟିଛି ପୁରୀ ବାଲିଘାଇ ଅଞ୍ଚଳ ଆଦର୍ଶ ନଗର ଅଞ୍ଚଳରେ। ଉକ୍ତ ଅଞ୍ଚଳର ବିଦ୍ୟାଧର ପଲାଇଙ୍କ ଝିଅ ରୁପସା ପଲାଇ କେନ୍ଦ୍ରୀୟ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢ଼ନ୍ତି। କରୋନା କଟକଣା ଯୋଗୁ ଏବେ ଅନଲାଇନ୍‌ରେ ଶିକ୍ଷାଦାନ କରାଯାଉଛି। ଆଜି ମୋବାଇଲରେ ପାଠ ପଢ଼ୁଥିଲେ ରୁପସା।

ତେବେ ହଠାତ୍‌ ମୋବାଇଲରେ ବିସ୍ଫୋରଣ ଯୋଗୁ ରୁପସା ପଲାଇଙ୍କ ହାତରେ ଆଘାତ ଲାଗିଛି । ରୁପସା କହିଛନ୍ତି ଯେ, ଅନ୍‌ଲାଇନ୍‌ରେ ପାଠ ପଢ଼ୁଥିଲା ବେଳେ ହଠାତ୍ ଫୋନ୍‌ ବ୍ଲାଷ୍ଟ ହେଲା। ମୁଁ ଉଠିକି ଦଉଡ଼ି ସେଠାରୁ ପଳାଇଲି। ଭଗବାନଙ୍କ ଦୟାରୁ ମୋର ବିଶେଷ କିଛି କ୍ଷତି ହୋଇନି। ହେଲେ ମୋ ହାତରେ ଫୁଟକା ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story