ସୁନାମୀ ସ୍ଥିତିର ମୁକାବିଲା ପାଇଁ ହେବ ମକ୍‌ଡ୍ରିଲ

Ordigital Desk
  • Published: Friday, 24 November 2017
  • , Updated: 24 November 2017, 09:57 AM IST
<p>ବାଲେଶ୍ୱର: ସମ୍ଭାବ୍ୟ ସୁନାମୀ ସ୍ଥିତିର ମୁକାବିଲା ପାଇଁ ଆଜି ହେବ ମକ୍&zwnj;ଡ୍ରିଲ। ଆନ୍ଧ୍ରପ୍ରଦେଶ, ପୁଡୁଚେରୀ, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ମଧ୍ୟ ଏହି ମକଡ୍ରିଲ୍&zwnj; କରାଯିବ। ଓଡ଼ିଶାର ସମୁଦ୍ର ଉପକୂଳବର୍ତ୍ତୀ ୬ ଜିଲ୍ଲାର ୨୨ଟି ବ୍ଲକ୍&zwnj;ରେ ଏହି ସୁନାମୀ ମକ୍&zwnj;ଡ୍ରିଲ କରାଯିବ। ରାଜ୍ୟର ଉପକୂଳବର୍ତ୍ତୀ ୩୨୮ ଗାଁ ସୁନାମୀ ମକଡ୍ରିଲ୍&zwnj;ରେ ସାମିଲ ହେବେ।</p> <p>ଅଭ୍ୟାସ କାର୍ଯ୍ୟକ୍ରମ ପାଇଁ&nbsp; ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏନ୍&zwnj;ଡିଆର୍&zwnj;ଏଫ୍&zwnj;, ଓଡିଆର୍&zwnj;ଏଫ୍&zwnj;, ଅଗ୍ନିଶମ ବିଭାଗ ସହ ନୌବାହିନୀ ଓ କୋଷ୍ଟଗାର୍ଡର କର୍ମକର୍ତ୍ତା ସାମିଲ ହେବେ।</p>

Related story