ଶ୍ରୀକ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର

ପୁରୀ (ଓଡ଼ିଶା ରିପୋର୍ଟର): ବିଜେଡି ଗଡ଼ରେ ପଦ୍ମ ଫୁଟାଇବା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି। ଜିଲ୍ଲାର ୬ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରସ୍ତୁତି ନେଇ ସେ ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି। ଏହାଛଡ଼ା ଜିଲ୍ଲାର ନେତୃବୃନ୍ଦ, ବୁଥ୍‌ ଏବଂ ୱାର୍ଡ ସ୍ତରରେ କିଭଳି ରଣନୀତି ପ୍ରସ୍ତୁତ କରାଯିବ ତାହା ଉପରେ ଆଲୋଚନା କରିଥିବା ଜଣାପଡ଼ିଛି। ବ୍ରହ୍ମଗିରି ଓ ସତ୍ୟବାଦୀ ନିର୍ବାଚନମଣ୍ଡଳୀର ନେତାମାନେ ଏହି ବୈଠକରେ ଯୋଗଦେଇଥିଲେ। […]

prakesh

prakesh

Rakesh Mallick
  • Published: Thursday, 05 October 2017
  • Updated: 05 October 2017, 10:21 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ବିଜେଡି ଗଡ଼ରେ ପଦ୍ମ ଫୁଟାଇବା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି। ଜିଲ୍ଲାର ୬ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରସ୍ତୁତି ନେଇ ସେ ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି। ଏହାଛଡ଼ା ଜିଲ୍ଲାର ନେତୃବୃନ୍ଦ, ବୁଥ୍‌ ଏବଂ ୱାର୍ଡ ସ୍ତରରେ କିଭଳି ରଣନୀତି ପ୍ରସ୍ତୁତ କରାଯିବ ତାହା ଉପରେ ଆଲୋଚନା କରିଥିବା ଜଣାପଡ଼ିଛି। ବ୍ରହ୍ମଗିରି ଓ ସତ୍ୟବାଦୀ ନିର୍ବାଚନମଣ୍ଡଳୀର ନେତାମାନେ ଏହି ବୈଠକରେ ଯୋଗଦେଇଥିଲେ। ଏହି ଅବସରରେ ରାଜ୍ୟ ବିଜେପିର ପ୍ରମୁଖ ନେତା ପୃଥ୍ୱୀରାଜ ହରିଚନ୍ଦନ, ନୟନ ମହାନ୍ତି, ବିରଞ୍ଚିନାରାୟଣ, ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ରଙ୍କ ସମେତ ବହୁ ପ୍ରମୁଖ ନେତା ଯୋଗଦେଇଥିଲେ। ଆସନ୍ତକାଲି ଅନ୍ୟ ବିଧାନସଭା ନିର୍ବାଚନମଣ୍ଡଳୀର ନେତାମାନେ ଯୋଗଦାନ କରିବା କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story