ବଦଳିଲେ କୋରାପୁଟ ଜିଲ୍ଲାପାଳ, କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ନେଇ ବିବାଦରେ ଥିଲେ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କର ଆଜି ବଦଳି ହୋଇଛି। ତାଙ୍କ ସ୍ଥାନରେ କଟକ ପିଡି ଡିଆର୍‌ଡିଏ ମହମ୍ମଦ ଅବଦାଲ ଅଖତରଙ୍କୁ ନିଯୁକ୍ତି ଦିଆଯାଇଛି। ମଧୁସୂଦନ ମିଶ୍ରଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗକୁ ବଦଳି କରାଯାଇଛି। ଏବେ ସେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ ହେଲେ। କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିଥିଲା। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କଟକରେ ଡିଆରଡିଏ ପ୍ରକଳ୍ପ […]

koraput-colledter

koraput-colledter

Manoranjan Sial
  • Published: Thursday, 04 February 2021
  • Updated: 04 February 2021, 08:56 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କର ଆଜି ବଦଳି ହୋଇଛି। ତାଙ୍କ ସ୍ଥାନରେ କଟକ ପିଡି ଡିଆର୍‌ଡିଏ ମହମ୍ମଦ ଅବଦାଲ ଅଖତରଙ୍କୁ ନିଯୁକ୍ତି ଦିଆଯାଇଛି। ମଧୁସୂଦନ ମିଶ୍ରଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗକୁ ବଦଳି କରାଯାଇଛି। ଏବେ ସେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ ହେଲେ। କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିଥିଲା।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କଟକରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଆଇଏଏସ୍ ଅବଦୁଲ ଅଖତର କୋରାପୁଟ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି। ଶ୍ରୀ ମିଶ୍ରଙ୍କ ଅଚାନକ ବଦଳିକୁ ନେଇ ସରକାରୀ ଭାବେ କିଛି କୁହାଯାଇନଥିଲେ ମଧ୍ୟ କୋରାପୁଟର ସୀମାରେ ଥିବା କୋଟିଆ ପଂଚାୟତର ୩ଟି ଗାଁ ତଳଗଞ୍ଜେଇପଦର, ପଟୁ ସିନେରୀ ଓ ଫଗୁଣସିନେରୀକୁ ଆନ୍ଧ୍ର ସରକାର ନିଜ ଦଖଲକୁ ନେଇ ସେଠାରେ ନିର୍ବାଚନ କରାଉଥିବାକୁ ନେଇ ଗଣମାଧ୍ୟମରେ କୋରାପୁଟ ଜିଲ୍ଲା ପ୍ରଶାସନର ଦାୟିତ୍ୱହୀନତା ସମ୍ପର୍କରେ ଚର୍ଚ୍ଚା ହୋଇଥିଲେ। ଯେଉଁଥିପାଇଁ ସରକାର ତତ୍କାଳ ପଦକ୍ଷେପ ନେଇ ଶ୍ରୀ ମିଶ୍ରଙ୍କୁ ଜିଲ୍ଲାପାଳ ପଦରୁ ହଟାଇ ଦେଇଛନ୍ତି ବୋଲି ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story