ତପ୍ତପାଣି ଘାଟିରେ ଟ୍ରକ୍ ଓଲଟି ୨ ମୃତ

ମୋହନା: ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ଆଜି ସକାଳେ ଏକ ମକାବୋଝେଇ ଟ୍ରକ୍ ଓଲଟି ଡ୍ରାଇଭରଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ଜଣେ ଆହତ ହୋଇଛନ୍ତି। ଟ୍ରକ୍‌ଟି ଚନ୍ଦ୍ରଗିରିରୁ ବ୍ରହ୍ମପୁର ଯାଉଥିଲା। ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା କୁହାଯାଇଛି।

mohana

Rakesh Mallick
  • Published: Saturday, 07 January 2017
  • , Updated: 07 January 2017, 01:24 PM IST

Related story