ଭୁଲ ମାନିଲେ ମୋକିଆ ଏସ୍‌ବିଆଇ ବ୍ରାଞ୍ଚ ମ୍ୟାନେଜର: କହିଲେ କାହାକୁ କରୋନା ହୋଇନି  

ନବରଙ୍ଗପୁର:(ଓଡ଼ିଶା ରିପୋର୍ଟର): ହୋମ୍‌ କ୍ୱାରେଣ୍ଟାଇନ୍‌ରେ ବ୍ୟାଙ୍କ କର୍ମଚାରୀଙ୍କୁ ପଠାଯିବା ନୋଟିସ ପ୍ରସଙ୍ଗରେ ନିଜର ଭୁଲ ମାନିଲେ ପାପଡାହାଣ୍ଡି ବ୍ଲକ୍ ମୋକିଆ SBI ବ୍ରାଞ୍ଚ ମ୍ୟାନେଜର। ଜିଲ୍ଲା ପ୍ରଶାସନର ବିଭାଗୀୟ ଅଧିକାରୀଙ୍କ  ବିନା ଅନୁମତିରେ ସେ ନୋଟିସ୍ ମାରିଥିବା ସ୍ୱୀକାର କରିଛନ୍ତି। ଏଥିସହ ନବରଙ୍ଗପୁର ଜିଲ୍ଲାପାଳ ମଧ୍ୟ ଜିଲ୍ଲାରେ କେହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ସ୍ପଷ୍ଟ କରିଛନ୍ତି। ଜିଲ୍ଲାର ସମସ୍ତ ନମୁନା ରିପୋର୍ଟ ନେଗେଟିଭ୍ ଆସିଛି ବୋଲି ଜିଲ୍ଲାପାଳ ଡ.ଅଜିତ କୁମାର ମିଶ୍ର କହିଛନ୍ତି। ପ୍ରଶାସନର […]

678901

678901

Tapas Behera
  • Published: Wednesday, 08 April 2020
  • Updated: 08 April 2020, 04:53 PM IST

Sports

Latest News

ନବରଙ୍ଗପୁର:(ଓଡ଼ିଶା ରିପୋର୍ଟର): ହୋମ୍‌ କ୍ୱାରେଣ୍ଟାଇନ୍‌ରେ ବ୍ୟାଙ୍କ କର୍ମଚାରୀଙ୍କୁ ପଠାଯିବା ନୋଟିସ ପ୍ରସଙ୍ଗରେ ନିଜର ଭୁଲ ମାନିଲେ ପାପଡାହାଣ୍ଡି ବ୍ଲକ୍ ମୋକିଆ SBI ବ୍ରାଞ୍ଚ ମ୍ୟାନେଜର। ଜିଲ୍ଲା ପ୍ରଶାସନର ବିଭାଗୀୟ ଅଧିକାରୀଙ୍କ  ବିନା ଅନୁମତିରେ ସେ ନୋଟିସ୍ ମାରିଥିବା ସ୍ୱୀକାର କରିଛନ୍ତି। ଏଥିସହ ନବରଙ୍ଗପୁର ଜିଲ୍ଲାପାଳ ମଧ୍ୟ ଜିଲ୍ଲାରେ କେହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ସ୍ପଷ୍ଟ କରିଛନ୍ତି। ଜିଲ୍ଲାର ସମସ୍ତ ନମୁନା ରିପୋର୍ଟ ନେଗେଟିଭ୍ ଆସିଛି ବୋଲି ଜିଲ୍ଲାପାଳ ଡ.ଅଜିତ କୁମାର ମିଶ୍ର କହିଛନ୍ତି। ପ୍ରଶାସନର ବିନା ଅନୁମତିରେ ବ୍ୟାଙ୍କ ମ୍ୟାନେଜର ଏପରି ନୋଟିସ ମାରିଥିଲେ। ଭୁଲ କରିଥିବା ବ୍ୟାଙ୍କ ମ୍ୟାନେଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ତେବେ ଆଜି ଉକ୍ତ ବ୍ୟାଙ୍କ ଖୋଲା ରହିଛି।

ସୂଚନା ଅନୁଯାୟୀ, ଗତକାଲି ପାପଡାହାଣ୍ଡି ବ୍ଲକ ମୋକିଆ ଏସବିଆଇ ଶାଖାକୁ ବନ୍ଦ କରାଯାଇ ଗେଟ ରେ ଏକ ନୋଟିସ ଲଗାଇଥିଲା l ସେଠାରେ ଜଣେ କର୍ମଚାରୀ କୁ କରୋନା ଲକ୍ଷଣ ଦେଖା ଦେଇଥିବାରୁ  ଆସନ୍ତା୧୫ ତାରିଖ ପର୍ଯ୍ୟନ୍ତ ବନ୍ଦରହିବ ବୋଲି ଲେଖା ଯାଇଥିଲା l

ଏନେଇ  ଖବର ପ୍ରସାରଣ ପରେ ଜିଲ୍ଲାପାଳ ମୋକିଆ ଏସ୍‌ବିଆଇ ବ୍ୟାଙ୍କ ମ୍ୟାନେଜରକୁ ଡକାଇ ତାଗିଦ  କରିବା ପରେ ବ୍ୟାଙ୍କ ମ୍ୟାନେଜର ଏକ ପ୍ରେସ ମିଟ କରିଥିଲେ l ପ୍ରେସମିଟ ରେ ବ୍ରାଞ୍ଚ ମ୍ୟାନେଜେର ପ୍ରଶାନ୍ତ କୁମାର ବେହେରା ନିଜର ଭୁଲ ହୋଇଥିବା କହିବା ସହ କୋଭିଡ 19 ବିଷୟରେ ଏତେ ଗୁରୁତ୍ୱ ଥିବା ନଜାଣି ନୋଟିସ କରିଥିବା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story