ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳ ବଦଳ ହୋଇଛି। ମୋନା ଶର୍ମା ହେଲେ ପର୍ଯ୍ୟଟନ ବିଭାଗ ସଚିବ। ଚିତ୍ରା ଅରୁମୁଗମ ହେଲେ ମହିଳା ଓ ଶିଶୁ କଲ୍ୟାଣ ସଚିବ। କ୍ରୀଡ଼ା ସଚିବ ବିଶାଲ ଦେବଙ୍କୁ OHPC CMD ଅତିରିକ୍ତ ଦାୟିତ୍ୱ ମିଳିଥିବା ବେଳେ ଶୁଭା ଶର୍ମା ହେଲେ ବୟନ ଓ ହସ୍ତତନ୍ତ ବିଭାଗ ସଚିବ। ସେହିପରି ଉତ୍ତରାଞ୍ଚଳ ରାଜସ୍ୱ କମିଶନର ହେଲେ ଡି.ଭି ସ୍ୱାମୀ।

Mona-Sharma

Rakesh Mallick
  • Published: Wednesday, 19 July 2017
  • , Updated: 19 July 2017, 07:22 PM IST

Related story