ମାଲକାନଗିରି: ପୁଣି ଆତ୍ମସମର୍ପଣ କଲେ ୧୦୦ରୁ ଅଧିକ ମାଓ ସମର୍ଥକ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମାଓ ସମର୍ଥକଙ୍କ ଆତ୍ମସମର୍ପଣ ଧାରା ଅବ୍ୟାହତ ରହିଛି। ଶନିବାର ଜିଲ୍ଲାର ଶହେରୁ ଅଧିକ ମାଓ ସମର୍ଥକ ଆତ୍ମସମର୍ପଣ କରିଥିବା ବେଳେ ଆଜି ପୁଣି ଶହେରୁ ଅଧିକ ମାଓ ସମର୍ଥକ ମାଲକାନଗିରି ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ସମସ୍ତ ମାଓ ସମର୍ଥକ ମାଥିଲି ଥାନା କର୍ତ୍ତନପାଲି ପଞ୍ଚାୟତ ଅନ୍ତର୍ଗତ ସାନଗୁମ୍ମା ଓ ବାରା ଗାଁର। ଏହାକୁ ମିଶାଇ ଗତ ବର୍ଷକ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ୨୦୦୦ରୁ ଅଧିକ ମାଓ […]

maobadi

maobadi

Rakesh Mallick
  • Published: Monday, 28 March 2016
  • Updated: 28 March 2016, 06:55 AM IST

Sports

Latest News

maoମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମାଓ ସମର୍ଥକଙ୍କ ଆତ୍ମସମର୍ପଣ ଧାରା ଅବ୍ୟାହତ ରହିଛି। ଶନିବାର ଜିଲ୍ଲାର ଶହେରୁ ଅଧିକ ମାଓ ସମର୍ଥକ ଆତ୍ମସମର୍ପଣ କରିଥିବା ବେଳେ ଆଜି ପୁଣି ଶହେରୁ ଅଧିକ ମାଓ ସମର୍ଥକ ମାଲକାନଗିରି ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ସମସ୍ତ ମାଓ ସମର୍ଥକ ମାଥିଲି ଥାନା କର୍ତ୍ତନପାଲି ପଞ୍ଚାୟତ ଅନ୍ତର୍ଗତ ସାନଗୁମ୍ମା ଓ ବାରା ଗାଁର। ଏହାକୁ ମିଶାଇ ଗତ ବର୍ଷକ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ୨୦୦୦ରୁ ଅଧିକ ମାଓ ସମର୍ଥକ ଆତ୍ମସମର୍ପଣ କରିସାରିଥିବା ବେଳେ କେବଳ ଚଳିତ ମାସରେ ପ୍ରାୟ ୮୦୦ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି।

ଆତ୍ମସମର୍ପଣ କରିଥିବା ଲୋକଙ୍କର ଅଞ୍ଚଳର ଉନ୍ନତି କରିବା ପାଇଁ ପୋଲିସ୍ ଚେଷ୍ଟା କରିବ ବୋଲି ମାଲକାନଗିରି ଏସ୍‌ପି କହିଛନ୍ତି। ତା’ସହିତ ଆତ୍ମସମର୍ପଣ କରୁଥିବା ମାଓ ସମର୍ଥକଙ୍କୁ ସରକାରଙ୍କ ନୀତି ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

 ମାର୍ଚ୍ଚ ୨୧ ତାରିଖରେ ଜିଲ୍ଲାର ମାଥିଲି ଥାନାରେ ୨୦୦ ମାଓ ସମର୍ଥକ ଆତ୍ମସର୍ମପଣ କରିଥିଲେ। ଏମାନେ ସମସ୍ତେ କୁଲେଇ, ଦତୀବାଟ ଓ କାଦାଭାଟ୍ଟ ଗାଁର ଥିଲେ।

ମାର୍ଚ୍ଚ ୧୪ ତାରିଖରେ ଜିଲ୍ଲାର ମାଥିଲି ଥାନାରେ ମାଓ କାର୍ଯ୍ୟକଳାପକୁ ବିରୋଧ କରି ଶତାଧିକ ମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ। ଏମାନେ ସମସ୍ତେ ବାରା ଗାଁର ବାସିନ୍ଦା ଥିଲେ।

ମାର୍ଚ୍ଚ ୧୩ ତାରିଖରେ ପୋଟେରୁ ଫାଣ୍ଡିରେ ମାଲକାନଗିରି ଏସ୍‌ଡିପିଓଙ୍କ ନିକଟରେ ୫୭ ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ମଧ୍ୟରେ ୨୫ ଜଣ ମହିଳା ଥିଲେ। ସେମାନେ ମାଓବାଦୀଙ୍କ କାଲିମେଳା ଦଲମ୍ ପାଇଁ କାମ କରୁଥିଲେ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଥିଲା।

ମାର୍ଚ୍ଚ ୧୨ ତାରିଖରେ ମାଥିଲି ଥାନା ଅନ୍ତର୍ଗତ ଖଟୁଆପଦର ଗାଁର ୧୯ ଜଣ ମାଓ ସମର୍ଥକ ମାଲକାନଗିରି ଏସ୍‌ଡିପିଓଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ମଧ୍ୟରେ ୫ ଜଣ ମିଲିସିଆ, ୩ ଜଣ ଗ୍ରାମ୍ୟ କମିଟି ସଦସ୍ୟ ଓ ୨ ଜଣ ଜନନାଟ୍ୟ ମଣ୍ଡଳୀ ସଦସ୍ୟ ଥିଲେ। ସେମାନେ ସମସ୍ତେ ମାଓବାଦୀଙ୍କ ଦରଭା ଡିଭିଜନ୍‌ର ସଦସ୍ୟ ଥିଲେ। ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ଥିଲା।

ମାର୍ଚ୍ଚ ୧୧ ତାରିଖରେ ୧୯ ଜଣ ମାଓ ସମର୍ଥକ ମାଲକାନଗରି ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ମାର୍ଚ୍ଚ ୭ ତାରିଖରେ ମାଥିଲି ଥାନା ଅନ୍ତର୍ଗତ କରିମିଟି ଗାଁର ୪୦ ଜଣ ମାଓ ସମର୍ଥକ ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ।

ସେହିପରି ମାର୍ଚ୍ଚ ୫ ତାରିଖରେ ପୂଜାରୀପୁଟ, ଟେ’ ମୁରୁପାଲି ଓ କୁକୁରକୁଣ୍ଡ ଗାଁର ୧୪୦ରୁ  ଅଧିକ ମାଓ ସମର୍ଥକ ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story