କଟକ ସହରରେ ଆଜି ୪୩ ଚିହ୍ନଟ

କଟକ(ଓଡ଼ିଶା ରିପୋର୍ଟର): କଟକ ସହରରେ ଆଉ ୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୩ ମଧ୍ୟରୁ ୩୨ କ୍ୱାରେଣ୍ଟିନ, ୧୧ ଲୋକାଲ କଣ୍ଟା କେସ୍ ଚିହ୍ନଟ ହୋଇଛନ୍ତି।ମାଲଗୋଦାମ ବେହେରାସାହିରୁ ପୁଣି ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁରୁଣା ରାଉସାପାଟଣାରୁ ପୁଣି ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧ ଲୋକାଲ କଣ୍ଟାକ୍ଟ ମଧ୍ୟରୁ ୨ କୋଭିଡ୍ ଯୋଦ୍ଧା ଚିହ୍ନଟ ହୋଛନ୍ତି। କଟକ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୪୯କୁ ବୃଦ୍ଧି ହୋଇଛି। ତେବେ ସେମାନଙ୍କ ମଧ୍ୟରୁ ୪୭୮ […]

corona-2.4

corona-2.4

Tapas Behera
  • Published: Saturday, 01 August 2020
  • Updated: 01 August 2020, 04:22 PM IST

କଟକ(ଓଡ଼ିଶା ରିପୋର୍ଟର): କଟକ ସହରରେ ଆଉ ୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୩ ମଧ୍ୟରୁ ୩୨ କ୍ୱାରେଣ୍ଟିନ, ୧୧ ଲୋକାଲ କଣ୍ଟା କେସ୍ ଚିହ୍ନଟ ହୋଇଛନ୍ତି।ମାଲଗୋଦାମ ବେହେରାସାହିରୁ ପୁଣି ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁରୁଣା ରାଉସାପାଟଣାରୁ ପୁଣି ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧ ଲୋକାଲ କଣ୍ଟାକ୍ଟ ମଧ୍ୟରୁ ୨ କୋଭିଡ୍ ଯୋଦ୍ଧା ଚିହ୍ନଟ ହୋଛନ୍ତି।

କଟକ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୪୯କୁ ବୃଦ୍ଧି ହୋଇଛି। ତେବେ ସେମାନଙ୍କ ମଧ୍ୟରୁ ୪୭୮ ଜଣ  ସୁସ୍ଥ ଓ ୧୦ ଜଣଙ୍କ  ମୃତ୍ୟୁ ହୋଛି।  ୪୬୧ଟି ଆକ୍ଟିଭ୍ କେସ୍‌ ରହିଛି। ଏନେଇ ସିମିସି ପକ୍ଷରୁ ଟ୍ୱିଟ୍‌ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story