କରୋନା ଇଫେକ୍ଟ : ମୁକୁଳିଲେ ୧୬୭୮୯ କଏଦୀ, ବ୍ରହ୍ମପୁର ଜେଲରୁ ସର୍ବାଧିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଚଳିତବର୍ଷ ମାର୍ଚ୍ଚ ୨୦ରୁ ଜୁଲାଇ ୨୮ତାରିଖ ମଧ୍ୟରେ ମୋଟ ୧୬୭୮୯ଜଣ କଏଦୀଙ୍କୁ ମୁକ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ୧୫୦ଜଣ କଏଦୀ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଦଣ୍ଡ ଭୋଗୁଥିଲେ। ସର୍ବାଧିକ ୫୨୩୧ଜଣ କଏଦୀ ବ୍ରହ୍ମପୁର ଜେଲରୁ ମୁକ୍ତ ହୋଇଛନ୍ତି। କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଜେଲଗୁଡ଼ିକରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ଭିଡ଼ ହ୍ରାସ ନିମନ୍ତେ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ଜେଲ୍ […]

jail-escape

jail-escape

Tapas Behera
  • Published: Wednesday, 29 July 2020
  • Updated: 29 July 2020, 09:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଚଳିତବର୍ଷ ମାର୍ଚ୍ଚ ୨୦ରୁ ଜୁଲାଇ ୨୮ତାରିଖ ମଧ୍ୟରେ ମୋଟ ୧୬୭୮୯ଜଣ କଏଦୀଙ୍କୁ ମୁକ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ୧୫୦ଜଣ କଏଦୀ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଦଣ୍ଡ ଭୋଗୁଥିଲେ। ସର୍ବାଧିକ ୫୨୩୧ଜଣ କଏଦୀ ବ୍ରହ୍ମପୁର ଜେଲରୁ ମୁକ୍ତ ହୋଇଛନ୍ତି। କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଜେଲଗୁଡ଼ିକରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ଭିଡ଼ ହ୍ରାସ ନିମନ୍ତେ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ରାଜ୍ୟ ଜେଲ୍ ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ଜାରି ହୋଇଥିବା ତଥ୍ୟ ଅନୁସାରେ, ବ୍ରହ୍ମପୁର ଜେଲରୁ ୫୨୩୧, ସମ୍ବଲପୁରରୁ ୩୭୧୬ଜଣ, କଟକରୁ ୩୪୬୫, ବାରିପଦାରୁ ୨୭୩୩ ଓ କୋରାପୁଟ ଜେଲରୁ ୧୬୪୪ଜଣ କଏଦୀ ମୁକ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡ ଭୋଗୁଥିବା ୧୫୦ଜଣ କଏଦୀ ମଧ୍ୟ ରହିଛନ୍ତି। ଭିଡ଼ କମାଇବାକୁ ୧୨୦୨ଜଣ କଏଦୀଙ୍କୁ ବିଭିନ୍ନ ଜେଲରୁ ସ୍ଥାନାନ୍ତର ମଧ୍ୟ କରାଯାଇଛି। ଜେଲ୍ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ ଆଜି କଏଦୀମାନଙ୍କ ଖଲାସ ସ୍ଥିତିର ସମୀକ୍ଷା କରିଥିଲେ।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏକ ଉଚ୍ଚକ୍ଷମତାପ୍ରାପ୍ତ କମିଟି ଗଠନ କରିଥିଲେ। ଏହି କମିଟି ରାଜ୍ୟ ଆଇନ ସେବା ପ୍ରାଧିକରଣ ସହ ବିଚାରବିମର୍ଶ କରିବା ପରେ ରାଜ୍ୟର ବିଭିନ୍ନ ଜେଲରେ ଥିବା କଏଦୀଙ୍କ ମୁକ୍ତି ସମ୍ପର୍କରେ ସମୀକ୍ଷା କରିଥିଲା। ଯେଉଁ ଅଭିଯୁକ୍ତମାନେ ଅବା କଏଦୀମାନେ ୭ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଭୋଗିବା ଭଳି ଅପରାଧରେ ଜେଲରେ ଥିବେ ସେମାନଙ୍କୁ ପାରୋଲରେ ଛାଡ଼ିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story