ଫିଲ୍ମ କରିବାକୁ କହି ୧୧ ଲକ୍ଷ ଟଙ୍କା ଠକିନେଲେ ଓଲିଉଡ୍‌ ଅଭିନେତ୍ରୀ ଚିନ୍ମୟୀ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଲିଉଡ୍‌ ଫିଲ୍ମ ‘ବଣ୍ଟି ଔର ବବ୍‌ଲୀ’। ଏହି ଫିଲ୍ମରେ ବଣ୍ଟି ଓ ବବ୍‌ଲୀ ଆଖି ପିଛୁଳାକେ ଲୁଟ୍‌ କରି ନେଇଯାଇଥିଲେ ଧନ ସମ୍ପତ୍ତି। ଏବେ ସେହି ଷ୍ଟାଇଲ୍‌ରେ ଓଲିଉଡ୍‌ ଅଭିନେତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ଓ ତାଙ୍କ ପୁରୁଷ ବନ୍ଧୁ ଦେବରାଜ କରୁଥିଲେ ଲୁଟ୍‌। ଓଲିଉଡ୍‌ ଅଭିନେତ୍ରୀଙ୍କର ଏପରି କାରନାମାର ଗୋଟିଏ ପରେ ଗୋଟିଏ ପ୍ରତିଦିନ ସାମ୍ନାକୁ ଆସୁଛି। ଯାହା ରାଜ୍ୟରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି। ଏନେଇ ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ହେବ […]

debraj

debraj

Manoranjan Sial
  • Published: Tuesday, 31 December 2019
  • Updated: 31 December 2019, 07:29 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଲିଉଡ୍‌ ଫିଲ୍ମ ‘ବଣ୍ଟି ଔର ବବ୍‌ଲୀ’। ଏହି ଫିଲ୍ମରେ ବଣ୍ଟି ଓ ବବ୍‌ଲୀ ଆଖି ପିଛୁଳାକେ ଲୁଟ୍‌ କରି ନେଇଯାଇଥିଲେ ଧନ ସମ୍ପତ୍ତି। ଏବେ ସେହି ଷ୍ଟାଇଲ୍‌ରେ ଓଲିଉଡ୍‌ ଅଭିନେତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ଓ ତାଙ୍କ ପୁରୁଷ ବନ୍ଧୁ ଦେବରାଜ କରୁଥିଲେ ଲୁଟ୍‌। ଓଲିଉଡ୍‌ ଅଭିନେତ୍ରୀଙ୍କର ଏପରି କାରନାମାର ଗୋଟିଏ ପରେ ଗୋଟିଏ ପ୍ରତିଦିନ ସାମ୍ନାକୁ ଆସୁଛି। ଯାହା ରାଜ୍ୟରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି। ଏନେଇ ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କମିଶନରେଟ୍‌ ପୁଲିସ କହୁଛି।

ଓଲିଉଡ୍‌ ଅଭିନେତ୍ରୀ ଚିନ୍ମୟୀ ପ୍ରିୟଦର୍ଶୀନୀଙ୍କ ନାଁରେ ଆସିଲା ଆଉ ଏକ ଠକେଇ ଅଭିଯୋଗ। ଏଥର ପ୍ରେମ ଓ ବିବାହ ପାଇଁ  ପ୍ରତିଶ୍ରୁତି ଦେଇ ଠକେଇ ନୁହେଁ, ଫିଲ୍ମ କରିବାକୁ କହି ୧୧ ଲକ୍ଷ ଟଙ୍କା ହଡପ୍‌ କରିଥିବା ଅଭିଯୋଗ ଆସିଛି। ଏପରି ଅଭିଯୋଗ କଟକର ଜଣେ ବ୍ୟବସାୟୀ ଆଣିଛନ୍ତି। କେବଳ ଚିନ୍ମୟୀ ନୁହଁନ୍ତି, ତାଙ୍କ ପୁରୁଷ ବନ୍ଧୁ ଦେବରାଜଙ୍କ ନାଁରେ ମଧ୍ୟ ଏହି ଅଭିଯୋଗ ଆସିଛି। ପ୍ରଥମେ ଟଙ୍କା ଫେରାଇବେ ବୋଲି ଦେବରାଜ କହୁଥିଲେ। ମାତ୍ର ଏବେ ତାଙ୍କୁ ପାଲଟା ବ୍ଲାକ୍‌ ମେଲିଂ କରୁଥିବା ବ୍ୟବସାୟୀ ଜଣଙ୍କ କହିଛନ୍ତି। ପ୍ରମାଣ ସ୍ୱରୁପ ସେ ଦେବରାଜଙ୍କ ସହ ହୋଇଥିବା କଥାବାର୍ତ୍ତାର ଫୋନ୍‌ ରେକର୍ଡିଂ ବି ଦେଇଛନ୍ତି।

ଦେବରାଜ ଓ ଚିନ୍ମୟୀଙ୍କ ପ୍ରଥମ ଶିକାର ହୋଇଥିଲେ ଆନ୍ଧ୍ରପ୍ରଦେଶର ପଦ୍ମରାଜୁ ରବିକୁମାର। ପ୍ରେମ ଓ ବିବାହ ଆଳରେ ତାଙ୍କଠୁ ଟଙ୍କା, ଲ୍ୟାପଟପ୍‌ ଓ ସୁନା ଚେନ ଆଦି ହଡପ୍‌ କରିଥିଲେ ଏମାନେ। ତା’ପରେ ଝାରସୁଗୁଡାର ବ୍ୟବସାୟୀ ଆଣିଥିଲେ ୨ ଲକ୍ଷ ୭୦ ହଜାର ଟଙ୍କା ଠକେଇ ଅଭିଯୋଗ। ସେହିପରି ସିନେମାରେ ଅଭିନୟ କରିବାର ସୁଯୋଗ ଦେବେ କହି ଜଣେ ଯୁବକଙ୍କୁ ୧୦ ହଜାର ଟଙ୍କା ଚୁନ ଲଗାଇଥିଲେ ଏମାନେ। ଗୋଟିଏ ପରେ ଗୋଟିଏ ଠକେଇ ଘଟଣା ପୁଲିସର ନଜରକୁ ଆସୁଛି।

ଠକେଇ ଅଭିଯୋଗ ପରେ ଚିନ୍ମୟୀ ଓ ଦେବରାଜଙ୍କ ସମ୍ପର୍କରେ ପତ୍ତା ମିଳୁନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story