ଲଣ୍ଠନ ଫାଟି ମା' ଓ ଦୁଇ ଶିଶୁ ଗୁରୁତର

କାମାକ୍ଷାନଗର(ବିଦ୍ୟାଧର ବରାଳ): ଲଣ୍ଠନ ଫାଟି ମା’ ସହିତ ୨ ଶିଶୁ ଗୁରୁତର। ଏହି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ରାଇସୁଆଁ ପଞ୍ଚାୟତ ଝାଟିକିପଶି ଗାଁରେ। ଗାଁର ନିରୁପମା ମହାନ୍ତ ଲଣ୍ଠନ ଲଗାଉଥିବାବେଳେ ହଠାତ ଫାଟିଯାଇଥିଲା। ଏହି ସମୟରେ ପାଖରେ ଦୁଇ ଶିଶୁ ଥିଲେ। ଲଣ୍ଠନ ଫାଟିବା ଯୋଗୁଁ ତାଙ୍କ ଡ୍ରେସ୍‌ରେ ନିଆଁ ଲାଗିଯାଇଥିଲା।  ଫଳରେ ମା ଓ ୨ ଶିଶୁ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଦୁଇ ଶିଶୁଙ୍କ ନାଁ ଶଶୀଭୂଷଣ ଓ ସୌମ୍ୟା। ସେପଟେ […]

lamp

lamp

Madhupriya Mistry
  • Published: Wednesday, 16 March 2022
  • Updated: 16 March 2022, 02:02 PM IST

Sports

Latest News

କାମାକ୍ଷାନଗର(ବିଦ୍ୟାଧର ବରାଳ): ଲଣ୍ଠନ ଫାଟି ମା' ସହିତ ୨ ଶିଶୁ ଗୁରୁତର। ଏହି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ରାଇସୁଆଁ ପଞ୍ଚାୟତ ଝାଟିକିପଶି ଗାଁରେ। ଗାଁର ନିରୁପମା ମହାନ୍ତ ଲଣ୍ଠନ ଲଗାଉଥିବାବେଳେ ହଠାତ ଫାଟିଯାଇଥିଲା। ଏହି ସମୟରେ ପାଖରେ ଦୁଇ ଶିଶୁ ଥିଲେ। ଲଣ୍ଠନ ଫାଟିବା ଯୋଗୁଁ ତାଙ୍କ ଡ୍ରେସ୍‌ରେ ନିଆଁ ଲାଗିଯାଇଥିଲା।  ଫଳରେ ମା ଓ ୨ ଶିଶୁ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଦୁଇ ଶିଶୁଙ୍କ ନାଁ ଶଶୀଭୂଷଣ ଓ ସୌମ୍ୟା।

ସେପଟେ ଲଣ୍ଠନ ଫାଟିବା ଶବ୍ଦ ଶୁଣି ପାଖ ପଡୋଶୀ ଦୌଡ଼ି ଆସିଥିଲେ। ପରେ ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡ଼ିକାଲ୍‌ରେ ପଠାଇଛନ୍ତି। ୩ ଜଣଙ୍କ ମଧ୍ୟରୁ ୨ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି। ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ପ୍ରଥମେ କାମାକ୍ଷାନଗର ମେଡ଼ିକାଲ୍ ନିଆଯାଇଥିଲା। କିନ୍ତୁ ଶରୀର ସାରା ଜଳି ଯାଇଥିବାରୁ ସେଠାରୁ ପୁଣି କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story