‘ମୋ ପୁଅର ମୃତ ଦେହକୁ ଫେରାଇ ଦିଅ’

ବୀରମିତ୍ରପୁର(ରାକେଶ ସାହୁ): ପେଟ ପାଇଁ ପୁଅ ଗୁଜରାଟ ଯାଇଥିଲା। ଦୁଇ ପଇସା ରୋଜଗାର ହୋଇଥିଲେ ବାପା ମାଆ ଚଳିଥାନ୍ତେ।  କିନ୍ତୁ ତାହା ଦୈବ ସହିଲା ନାହିଁ।  ପୁଅ ଆଜି ମରିଯାଇଛି। ମୃତ ଶରୀର ଆଣିବାକୁ ବି ବାପା ମାଆଙ୍କ ପାଖରେ ପଇସା ଟିଏ ନାହିଁ l ବାପା ମାଆଙ୍କ ଆଖିରୁ ଲୁହ ଆଉ ଶୁଖୁ ନାହିଁ l ଦୁଇ ଦିନ ହେଲା ଘରେ ଚୁଲିବି ଜଳିନି l ପୁଅ ମୃତ୍ୟୁରେ ଭାଙ୍ଗିପଡ଼ି ଉଭୟେ ଝୁରି ହେଉଛନ୍ତି।  ଏବେ ରାଜ […]

790-1

790-1

Tapas Behera
  • Published: Wednesday, 25 November 2020
  • Updated: 25 November 2020, 06:03 PM IST

Sports

Latest News

ବୀରମିତ୍ରପୁର(ରାକେଶ ସାହୁ): ପେଟ ପାଇଁ ପୁଅ ଗୁଜରାଟ ଯାଇଥିଲା। ଦୁଇ ପଇସା ରୋଜଗାର ହୋଇଥିଲେ ବାପା ମାଆ ଚଳିଥାନ୍ତେ।  କିନ୍ତୁ ତାହା ଦୈବ ସହିଲା ନାହିଁ।  ପୁଅ ଆଜି ମରିଯାଇଛି। ମୃତ ଶରୀର ଆଣିବାକୁ ବି ବାପା ମାଆଙ୍କ ପାଖରେ ପଇସା ଟିଏ ନାହିଁ l ବାପା ମାଆଙ୍କ ଆଖିରୁ ଲୁହ ଆଉ ଶୁଖୁ ନାହିଁ l ଦୁଇ ଦିନ ହେଲା ଘରେ ଚୁଲିବି ଜଳିନି l ପୁଅ ମୃତ୍ୟୁରେ ଭାଙ୍ଗିପଡ଼ି ଉଭୟେ ଝୁରି ହେଉଛନ୍ତି।  ଏବେ ରାଜ କୁମାର ସେଠୀ ନିଜର ପୁଅର  ମୃତ ଶରୀର ଫେରାଇ ଆଣିବା କୁ ଅନୁରୋଧ କରିଛନ୍ତି l

ଘଟଣାଟି କୁଆଁରମୁଣ୍ଡା ବ୍ଲକ ଯମୁନାନାକୀରେ ଘଟିଛି I ପୁଅର ମା କହିଛନ୍ତି ଯେ, କେହି ଜଣେ ଦଲାଲ ତାଙ୍କ ପୁଅକୁ କାମ ଦେବା କହି ଗୁଜରାଟ ନେଇଗଲେ। ପୁଅ ସହ ଥରେ ଫୋନ୍‌ରେ କଥା ହୋଇଥିଲି। ସେ ଭଲରେ ଅଛି ବୋଲି କହୁଥିଲା। ହେଲେ ଗତ ୨୩ ତାରିଖରେ ପୁଅ ମୃତ୍ୟୁ ହୋଇଥିବା ଫୋନ୍ ଆସିଥିଲା। ହେଲେ ସେମାନେ ମୃତ ଦେହକୁ ପଠାଉନାହାନ୍ତି। ଓଲଟି କହୁଛନ୍ତି ତୁମ ପୁଅକୁ ଆସି ନେଇ ଯାଅ। ଆମେ ଗରିବ ଲୋକ। ଖଟିଲେ ଖାଇବୁ। ଆମେ କେମିତି ଆଣିବା ବୋଲି ସେ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story