ମୌସୁମୀ ଅଧିବେଶନ ସରିବାକୁ ଆଉ ମାତ୍ର ୫ଦିନ: ପାସ୍ ହେବାକୁ ଅଛି ୯ଟି ବିଲ୍

ଭୁବନେଶ୍ୱର: ଚଳିତ ମୌସୁମୀ ଅଧିବେଶନରେ ୯ଟି ସରକାରୀ କାର୍ଯ୍ୟ ଦିବସରୁ ଆଉ ମାତ୍ର ୫ଦିନ ବାକି ଅଛି । ତେବେ ଏହି ସମୟ ମଧ୍ୟରେ ୯ଟି ବିଲ ପାସ ହେବାକୁ ଅଛି । ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ପୋଲିସ୍ ବିଲ, ଲ୍ୟାଣ୍ଡ ଗ୍ରାବିଂ ପ୍ରୋହିବିସନ ବିଲ୍ ଓ ଆପାର୍ଟମେଣ୍ଟ ଓନରସିପ୍ ଭଳି ବିଲକୁ ପାସ୍ କରିବାକୁ ଚାହୁଛନ୍ତି ସରକାର। ତେବେ କିଛି ବିଲରେ ଥିବା ବ୍ୟବସ୍ଥାକୁ ବିରୋଧୀ ଜୋରଦାର ବିରୋଧ କରୁଥିବାରୁ ଏହାକୁ ପାସ୍ କରାଇବା ସରକାରଙ୍କ […]

bidhansabha

bidhansabha

Rakesh Mallick
  • Published: Sunday, 23 August 2015
  • Updated: 24 August 2015, 10:34 AM IST

ଭୁବନେଶ୍ୱର: ଚଳିତ ମୌସୁମୀ ଅଧିବେଶନରେ ୯ଟି ସରକାରୀ କାର୍ଯ୍ୟ ଦିବସରୁ ଆଉ ମାତ୍ର ୫ଦିନ ବାକି ଅଛି । ତେବେ ଏହି ସମୟ ମଧ୍ୟରେ ୯ଟି ବିଲ ପାସ ହେବାକୁ ଅଛି । ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ପୋଲିସ୍ ବିଲ, ଲ୍ୟାଣ୍ଡ ଗ୍ରାବିଂ ପ୍ରୋହିବିସନ ବିଲ୍ ଓ ଆପାର୍ଟମେଣ୍ଟ ଓନରସିପ୍ ଭଳି ବିଲକୁ ପାସ୍ କରିବାକୁ ଚାହୁଛନ୍ତି ସରକାର। ତେବେ କିଛି ବିଲରେ ଥିବା ବ୍ୟବସ୍ଥାକୁ ବିରୋଧୀ ଜୋରଦାର ବିରୋଧ କରୁଥିବାରୁ ଏହାକୁ ପାସ୍ କରାଇବା ସରକାରଙ୍କ ପାଇଁ ସହଜ ହେବା ପରି ମନେ ହେଉନାହିଁ ।

ଓଡ଼ିଶା ଲ୍ୟାଣ୍ଡ ଗ୍ରାବିଂ ପ୍ରୋହିବିସନ୍ ଅର୍ଡିନାନ୍ସ ରିପ୍ଲେସିଂ ବିଲ୍ ବା ଜମି ହଡ଼ପ ନିବାରଣ ବିଲ୍ ବିଧାନସଭାରେ ଉପସ୍ଥାପିତ ହୋଇଛି। ତେବେ ଏଥିରେ ଥିବା ବ୍ୟବସ୍ଥାକୁ ଜୋରଦାର ବିରୋଧ କରୁଛନ୍ତି ବିରୋଧୀ। ଏଥିରେ କିଛି ସଂଶୋଧନ ପ୍ରସ୍ତାବ ଦେଇପାରନ୍ତି ବିରୋଧୀ। ସେହିପରି ଗତ ଅଧିବେଶନରେ ଆଗତ ହୋଇଥିବା ପୋଲିସ୍ ବିଲର କିଛି ବ୍ୟବସ୍ଥାକୁ ମଧ୍ୟ ବିରୋଧ କରିବା ମୁଡରେ ଅଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ୪ଟି କାର୍ଯ୍ୟଦିବସରେ ଏପର୍ଯ୍ୟନ୍ତ ଆଗତ ହୋଇଛି ଜମି ହଡପ ନିବାରଣ ବିଲ୍, ଆପାର୍ଟମେଣ୍ଟ ମାଲିକାନା ସଂଶୋଧନ ବିଲ୍ ଓ ଶିକ୍ଷା ସଂଶୋଧନ ବିଲ୍। ଭାଟ ସଂଶୋଧନ ବିଲ୍ ଗତ ଅଧିବେଶନ ଆସିଥିବା ବେଳେ ବାକି ରହିଛି ଭୂତଳ ପାଇପ୍ ଓ କେବୁଲ୍ ବିଲ୍, ଜମି ଜବରଦଖଲ ନିବାରଣ ବିଲ୍, ପୌର ନିମଗ ଓ ପୌର ଆଇନ୍ ବିଲ୍। ପ୍ରାୟ ସବୁ ବିଲକୁ ପାସ୍ କରିବା ଲକ୍ଷ୍ୟରେ ଅଛନ୍ତି ସରକାର। ଅନ୍ୟପକ୍ଷେ ବିରୋଧୀଙ୍କ ହାତରେ ଅନେକ ପ୍ରସଙ୍ଗ ରହିଥିଲେ ବି ଏପର୍ଯନ୍ତ ଗୋଟିଏ ବି ପ୍ରସଙ୍ଗରେ ମୁଲତବୀ ଆଲୋଚନା ହୋଇନାହିଁ। ଅଚଳାବସ୍ଥା ଦୂର ପାଇଁ ସର୍ବଦଳୀୟ ବୈଠକ ପରେ ଆସନ୍ତାକାଲି ସାରଥି ପ୍ରସଙ୍ଗରେ ଆଲୋଚନା ହୋଇପାରେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story