ରାଜ୍ୟସରକାରଙ୍କୁ ପ୍ରଶ୍ନ କଲେ ଅପରାଜିତା ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାସୀ ଓଡ଼ିଆଙ୍କ ପାଇଁ କଣ କରିଛନ୍ତି ରାଜ୍ୟ ସରକାର ? ଗତ ମେ ମାସ ପରେ ରାଜ୍ୟକୁ ୯ ଲକ୍ଷରୁ ଅଧିକ ପ୍ରବାସୀ ଫେରିଥିଲୋ ହେଲେ ଏବେ ପୁଣି ଥରେ କାମ କରିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ତତ୍ପରତା ଅଭାବରୁ ବହୁ ସଂଖ୍ୟାରେ ଲୋକେ ଫେରିବାକୁ ବାହାରିଛନ୍ତି । ଏଭଳି କିଛି ଢଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ । ଆମେ କେବଳ କଞ୍ଚାମାଲ […]

6890

6890

Tapas Behera
  • Published: Saturday, 01 August 2020
  • Updated: 01 August 2020, 04:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାସୀ ଓଡ଼ିଆଙ୍କ ପାଇଁ କଣ କରିଛନ୍ତି ରାଜ୍ୟ ସରକାର ? ଗତ ମେ ମାସ ପରେ ରାଜ୍ୟକୁ ୯ ଲକ୍ଷରୁ ଅଧିକ ପ୍ରବାସୀ ଫେରିଥିଲୋ ହେଲେ ଏବେ ପୁଣି ଥରେ କାମ କରିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ତତ୍ପରତା ଅଭାବରୁ ବହୁ ସଂଖ୍ୟାରେ ଲୋକେ ଫେରିବାକୁ ବାହାରିଛନ୍ତି । ଏଭଳି କିଛି ଢଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ । ଆମେ କେବଳ କଞ୍ଚାମାଲ ଯୋଗାଇବାରେ ସୀମିତ ରହିଛୁ ।

ରାଜ୍ୟରେ ବୃହତ କମ୍ପାନି ନାହିଁ । ଯାହା ଫଳରେ ଲୋକେ ବେକାର ବସିଛନ୍ତି । ଲକ୍‌ଉନ୍ ପରେ ରାଜ୍ୟକୁ ଫେରିଥିବା ଶ୍ରମିକଙ୍କ ତାଲିକା ପ୍ରସ୍ତୁତ କରି ଏମାନଙ୍କ ଦକ୍ଷତା ଅନୁଯାୟୀ ନିଯୁକ୍ତି ଦେବା ନେଇ କହିଥିଲେ ।

ହେଲେ ନିଯୁକ୍ତି ଏବେ ଯାଏ ମିଳିଲାନି । ସେହିପରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପ୍ରବାସୀଙ୍କ ନିଯୁକ୍ତି ପାଇଁ ଅନୁପଯୋଗୀ APP ନିର୍ମାଣ ହୋଇଛି। ନିଯୁକ୍ତି ନମିଳିବାରୁ ଏବେ ଲକ୍ଷାଧିକ ଯୁବକ ରାଜ୍ୟ ଛାଡ଼ି ବାହାରକୁ କାମ କରିବାକୁ ଯାଉଛନ୍ତି ବୋଲି ଅପରାଜିତା କହିଛନ୍ତି। ସେପଟେ ଭୁବନେଶ୍ୱର ସାଂସଦଙ୍କ ଅଭିଯୋଗ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story