ରାଜ୍ୟସରକାରଙ୍କୁ ପ୍ରଶ୍ନ କଲେ ଅପରାଜିତା ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାସୀ ଓଡ଼ିଆଙ୍କ ପାଇଁ କଣ କରିଛନ୍ତି ରାଜ୍ୟ ସରକାର ? ଗତ ମେ ମାସ ପରେ ରାଜ୍ୟକୁ ୯ ଲକ୍ଷରୁ ଅଧିକ ପ୍ରବାସୀ ଫେରିଥିଲୋ ହେଲେ ଏବେ ପୁଣି ଥରେ କାମ କରିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ତତ୍ପରତା ଅଭାବରୁ ବହୁ ସଂଖ୍ୟାରେ ଲୋକେ ଫେରିବାକୁ ବାହାରିଛନ୍ତି । ଏଭଳି କିଛି ଢଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ । ଆମେ କେବଳ କଞ୍ଚାମାଲ ଯୋଗାଇବାରେ ସୀମିତ ରହିଛୁ ।

ରାଜ୍ୟରେ ବୃହତ କମ୍ପାନି ନାହିଁ । ଯାହା ଫଳରେ ଲୋକେ ବେକାର ବସିଛନ୍ତି । ଲକ୍‌ଉନ୍ ପରେ ରାଜ୍ୟକୁ ଫେରିଥିବା ଶ୍ରମିକଙ୍କ ତାଲିକା ପ୍ରସ୍ତୁତ କରି ଏମାନଙ୍କ ଦକ୍ଷତା ଅନୁଯାୟୀ ନିଯୁକ୍ତି ଦେବା ନେଇ କହିଥିଲେ ।

ହେଲେ ନିଯୁକ୍ତି ଏବେ ଯାଏ ମିଳିଲାନି । ସେହିପରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପ୍ରବାସୀଙ୍କ ନିଯୁକ୍ତି ପାଇଁ ଅନୁପଯୋଗୀ APP ନିର୍ମାଣ ହୋଇଛି। ନିଯୁକ୍ତି ନମିଳିବାରୁ ଏବେ ଲକ୍ଷାଧିକ ଯୁବକ ରାଜ୍ୟ ଛାଡ଼ି ବାହାରକୁ କାମ କରିବାକୁ ଯାଉଛନ୍ତି ବୋଲି ଅପରାଜିତା କହିଛନ୍ତି। ସେପଟେ ଭୁବନେଶ୍ୱର ସାଂସଦଙ୍କ ଅଭିଯୋଗ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି ।

ଆହୁରି ପଢ଼ନ୍ତୁ

ଗିଲ୍‌ଙ୍କ ଦମଦାର ବ୍ୟାଟିଂ, ବିଜୟ ଅଭିଯାନ ଆରମ୍ଭ କଲା କୋଲକାତା

ବିଧାନସଭାରେ ସରକାରଙ୍କୁ ଘେରିବାକୁ ରଣନୀତି ଚୂଡ଼ାନ୍ତ କଲା ବିଜେପି

ରାଜ୍ୟରେ କୋଭିଡ୍ ବେଡ୍ କେତେ, ସତ କ’ଣ?

ଅପରାଧିକ ମାମଲାରେ ଜଡ଼ିତ ରାଜନେତାଙ୍କ ବଢିଲା ଅଡୁଆ, ନିଜ ଆଡ଼ୁ ମାମଲା କଲେ ହାଇକୋର୍ଟ

ଅଣାୟତ୍ତ ହେଉଛି କରୋନା, ୭ ଦିନ ସହର ବନ୍ଦ ପାଇଁ ପ୍ରସ୍ତାବ

ଧରା ପଡ଼ିଗଲା ୪୨୦ ଫର୍ମୁଲା, ଚାଉଳ ଗାଡ଼ିରୁ ଆସିଲା ଏମିତି ଗନ୍ଧ

କାର ପାର୍କିଂ ପାଇଁ ଉଠାଦୋକାନୀଙ୍କୁ ହଟେଇଲା ବିଏମସି

ଓଟିଭି ଏମ୍‌ଡ଼ିଙ୍କ ବିରୋଧରେ ପୁଣି ଆସିଲା ମିଛ ଅଭିଯୋଗ

ବନ୍ଧା ହେଲା ବୟଫ୍ରେଣ୍ଡ, ଆଉ ୩ ହାତରେ ବି ପଡ଼ିଲା ହାତକଡ଼ି

ଆମେ ରୁଷିଆରୁ ଆସି ବାଲେଶ୍ୱରରେ ଫସିଗଲୁ

ବାଇକ୍‌ରେ ନେଉଥିଲେ, ମା’ ଝିଅଙ୍କୁ ହାଣି ଦେଲେ

ରାଜ୍ୟରେ ଆଖି ବୁଜିଲେ ୧୬ କରୋନା ଆକ୍ରାନ୍ତ