ଭବିଷ୍ୟତ ନାଗରିକଙ୍କ ନିରାପତ୍ତା ଓ ବିକଶ ଉପରେ ବୈଜୟନ୍ତଙ୍କ ଗୁରୁତ୍ୱ

Ordigital Desk
  • Published: Tuesday, 14 November 2017
  • , Updated: 14 November 2017, 05:12 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିଶୁ ଦିବସ ଅବସରରେ ପିଲାମାନଙ୍କ ପାଇଁ ବାର୍ତ୍ତା ଦେଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ବିଦ୍ୟାଳୟରେ ଭବିଷ୍ୟତର ନାଗରିକମାନେ ଯେପରି ନିରାପଦ ରହିବେ ଓ ବିକଶିତ ହେବେ, ସେ ଦିଗରେ ସମସ୍ତେ ଶପଥ ନେବାକୁ ବୈଜୟନ୍ତ ଶିଶୁଦିବସ ଅବସରରେ ଆହ୍ୱାନ ଦେଇଛନ୍ତି।</p>

Related story